ଜଗତସିଂହପୁର ଜିଲ୍ଲା ର ଆଇନ ଶୃଙ୍ଖଳା
- ଜଗତସିଂହପୁର ଜିଲ୍ଲା ୧୯୯୩ ମସିହାଠାରୁ ଗୋଟିଏ ପୁଲିସ ଜିଲ୍ଲା ହୋଇଅଛି । ତ। ପୂର୍ବରୁ ଏହା କଟକ ଜିଲ୍ଲା ର ଏକ ଅଂସ ଥିଲା । ଜିଲ୍ଲା ପୁଲିସ ସଦର ମହୁକୁମ। ଜଗତସିଂହପୁର ରେ ଅବସ୍ଥିତ ଯେଉଁଠି ପାରାଦୀପ ଠାରେ ଜଣେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରହିଛନ୍ତି । ଆଉଜଣେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜଗତସିଙ୍ଘପୁର ଠାରେ IUCAW ବିଭାଗ ରେ ନିଯୁକ୍ତ ହୋଇଛନ୍ତି । ଦୁଇ ଜଣ ଉପ ଆରକ୍ଷୀ ଅଧିକ୍ଷକ ଓ ଦୁଇ ଜଣ ଆରକ୍ଷୀ ନିରୀକ୍ଷକ, ମହିଳା ଏବଂ ଶିଶୁ ସମ୍ବନ୍ଧୀୟ ଅପରାଧର ଅନୁସନ୍ଧାନ ନିମନ୍ତେ ନିଯୁକ୍ତ ହୋଇଛନ୍ତି । ବର୍ତମାନ ଜିଲ୍ଲା ରେ ୧୫ ଗୋଟି ଥାନା ଅଛି । ସରଂକ୍ଷିତ ଆରକ୍ଷୀ ବଳ ଯାହାକି ସରଂକ୍ଷିତ ସଶସ୍ତ୍ର ଆରକ୍ଷୀ ପୁନଙ୍ଗ ଠାରେ ଅବସ୍ଥିତ । ପୁନଙ୍ଗ ଜଗତସିଙ୍ଘପୁର ସହର ଠାରୁ ୫ କି.ମି ଦୂରତା ରେ ରହିଅଛି ।
- ଅନ୍ୟ ଜିଲ୍ଲା ଆରକ୍ଷୀ ମାନଙ୍କ ପରି ମଧ୍ୟ ଜଗତସିଂହପୁର ଜିଲ୍ଲା ଆରକ୍ଷୀ ମାନଙ୍କ ଉପରେ ଜିଲ୍ଲା ର ଆଇନ ଶୃଙ୍ଖଳା ବଜାୟ ରଖିବା, ଯାତାୟାତ ର ପରିଚାଳନା, ଅପରାଧ ପ୍ରତିରୋଧ ଓ ସନ୍ଧାନ କରିବା , ଜଗତସିଙ୍ଘପୁର ଜିଲ୍ଲା ର ସମସ୍ତ ନାଗରିକ ମାନଙ୍କ ସହିତ ସୁସମ୍ପର୍କ ବଜାୟ ରଖିବା ସହିତ ସର୍ବତୋମ ସେବା ପ୍ରଦାନ କରିବା ପରି ଦାଇତ୍ୟବୋଧତା ନ୍ୟସ୍ତ ରହିଅଛି ।
- ଜଗତସିଂହପୁର ଆରକ୍ଷୀ ବିଶ୍ଵାସ କରୁଥିବା ଆଦର୍ଶ – “ ପରିତ୍ରାଣୟଂ ସାଧୁନାଃ ବିନାଶୟଃ ଚଃ ଦୁଷ୍ଟାତମଂ ” ( ସଦଜନ / ଶୃଙ୍ଖଳିତ ଜନସାଧାରଣ ମାନଙ୍କୁ ଭଲପାଇବା ସହିତ ସୁରକ୍ଷା ପ୍ରଦାନ କରିବା ଓ ଦୃଜନ / ବିଶୃଙ୍ଖଳିତ ଜନସାଧାରଣ / ଅପରାଧୀ ମାନଙ୍କୁ ବିନାଶ କରିବା ) ଜିଲ୍ଲା ଆରକ୍ଷୀ ଲୋକ ମାନଙ୍କ ବଂଧୁ ହୋଇ ସମାଜରେ ଲୋକମାନଙ୍କର ଆଇନ ଗତ ସୁରକ୍ଷା ଦେଇଆସୁଅଛି । ଯାହାର ପ୍ରମାଣ ସ୍ୱରୂପ ପ୍ରତି ଥାନା ମାନଙ୍କରେ ମହିଳା ଓ ଶିଶୁ କକ୍ଷ ଖୋଲାଯାଇଅଛି ।
- ଦୁର୍ଘଟଣା ସମୟରେ ଯେଉଁ ଲୋକମାନେ ଦୁର୍ଘଟଣା ଗ୍ରସ୍ତ ହୋଇଥିବେ ସେମାନଙ୍କୁ ସାହାଯ୍ୟ କରି ଡାକ୍ତରଖାନ। କୁ ସ୍ଥାନାନ୍ତରିତ କରି ତାଙ୍କର ମୂଲ୍ୟବାନ ଜୀବନ ବଞ୍ଚାଇଥାଏ ସେଇ ଲୋକମାନକୁ ଜିଲ୍ଲା ପୁଲିସ ସମ୍ମାନିତ କରିବା ସହିତ ଆର୍ଥିକ ପୁରସ୍କାର ପ୍ରଦାନ କରିଆସୁଅଛି ।
- ଆହୁରି ମଧ୍ୟ ରାସ୍ତାରେ ଗତାଗତ ସମୟରେ ଜିଲ୍ଲା ପୁଲିସ ଜନସାଧାରଣ ମାନଙ୍କୁ helmet ର ବ୍ୟବହାର ନିମନ୍ତେ ସଚେତନ କରାଇ ଆସୁଅଛି ।
- ଜିଲ୍ଲା ପୁଲିସ ପରିବେଶ କୁ ସାଫା ଓ ସୁତୁରା ରଖିବା ନିମନ୍ତେ ଏକ ମିଳିତ ଶ୍ରମଦାନ କରିଆସୁଅଛି । ଜିଲ୍ଲା ପୁଲିସ ଜନସାଧାରଣ ମାନଙ୍କ ସୁରକ୍ଷା ନିମନ୍ତେ ସଂକଳ୍ପବଦ୍ଧ ।
- ଆମେ ମାନେ ବୈଜ୍ଞାନିକ ପ୍ରଧତିର ସାହାଯ୍ୟ ଓ ଆମର କାର୍ଯ ଦକ୍ଷତା ବଢାଇ ଉତମ ସେବା ପ୍ରଦାନ ନିମନ୍ତେ ପ୍ରଚେଷ୍ଟା ଜାରି ରଖିଛୁ ।
- ଆମେ ମାନେ ଆରକ୍ଷୀ ଓ ସେମାନଙ୍କ ପରିବାର ଲୋକ ଙ୍କ ମଙ୍ଗଳ ପାଇଁ ପ୍ରତିଶ୍ରୁତିବଦ୍ଧ ।
| କ୍ରମିକ ନ॰ | ଥାନା ନାମ |
|---|---|
| ୧ | ଜଗତସିଂହପୁର ଥାନା |
| ୨ | ବିରିଡି ଥାନା |
| ୩ | ରଘୁନାଥପୁର ଥାନା |
| ୪ | ବାଲିକୁଦ ଥାନା |
| ୫ | ନାଉଗାଁ ଥାନା |
| ୬ | ତିର୍ତୋଲ ଥାନା |
| ୭ | କୁଜଙ୍ଗ ଥାନା |
| ୮ | ଏରସମା ଥାନା |
| ୯ | ପାରାଦୀପ ଲକ ଥାନା |
| ୧୦ | ପାରାଦୀପ ଥାନା |
| ୧୧ | ପାରାଦୀପ ମେରାଇନ ଥାନା |
| ୧୨ | ଅଭୟଚାନ୍ଦପୁର ଥାନା |
| ୧୩ | ଏନର୍ଜି ଥାନା |
| ୧୪ | ଜଟାଧାରୀ ମୁହାଣ ମେରାଇନ ଥାନା |
| ୧୫ | ବନ୍ଦର ମେରାଇନ ଥାନା |
ଜିଲା ପୁଲିସର ଭୂମିକା ଓ ଦାଇତ୍ଵ
ଜଗତସିଂହପୁର ଜିଲ୍ଲାରେ ପୁଲିସ କର୍ମଚାରୀ ର ଅଭାବ ସତ୍ୟେ, ଜଗତସିଂହପୁର ଜିଲ୍ଲା ପୁଲିସ ଜନସାଧାରଣ ଙ୍କ ନିକଟରେ ଆସ୍ଥାଭାଜନ ହୋଇପାରିଛି, କେବଳ ତାର ନିଷ୍ଠା ଏବଂ ଦୃଢତ। ର ସହ କାର୍ଯ ଦକ୍ଷତା ପାଇଁ । ଜିଲ୍ଲା ପୁଲିସ ମୁଖ୍ୟ କାର୍ଯ୍ୟ।ଳୟ, ଜିଲ୍ଲା ରେ ଥିବା ସମସ୍ତ ଥାନା ଫାଣ୍ଡି ସହ ଟେଲିଫୋନ / ଫ୍ୟାକ୍ସ / ଇ-ମେଲ / ୱରଲେସ ଏବଂ ବିଭିନ୍ନ ସୋସିଆଲ ମିଡିଆ ସହ ଶୀଘ୍ର ଯୋଗାଯୋଗ ପାଇଁ ସଂଯୁକ୍ତ ଅଛି ।
| ବର୍ଷ | ବିବରଣୀ | ଟି.ଏ | ସି.ଏସ | ଏଫଆରଟି | ଏମଏଫ/ଏମଏଲ | ଏନସି | ଅସତ୍ୟ | ଟାଆରଏଏନଏସ | ପି.ଆଇ | ଏଲସିଏସ | % ଶତକଡା |
|---|---|---|---|---|---|---|---|---|---|---|---|
| ୧୯୯୯ | ୧୩୫୫ | ୧୪୧୫.୩ | ୧୦୪୭ | ୨୨୩ | ୩୪ | ୧୫ | ୩୫ | ୦୧ | – | – | ୮୨ .୪ % |
| ୨୦୦୦ | ୧୩୭୭ | ୧୩୫୫.୬ | ୧୦୧୯ | ୧୭୪ | ୪୧ | ୦୬ | ୩୬ | ୦୧ | – | – | ୮୬.୫% |
| ୨୦୦୧ | ୧୫୫୯ | ୧୩୪୯.୩ | ୧୩୬୫ | ୧୫୦ | ୧୧ | ୦୪ | ୩୮ | ୦୧ | – | – | ୯୦.୬ % |
| ୨୦୦୨ | ୧୩୬୫ | ୧୪୩୦.୩ | ୧୧୩୭ | ୧୪୯ | ୩୩ | ୦୨ | ୪୦ | ୦୪ | – | – | ୮୮.୨ % |
| ୨୦୦୩ | ୧୪୦୧ | ୧୪୩୩.୬ | ୧୧୩୦ | ୧୬୩ | ୧୮ | ୦୭ | ୮୨ | ୦୧ | – | – | ୮୬.୭% |
| ୨୦୦୪ | ୧୪୯୪ | ୧୪୪୧.୬ | ୧୨୫୬ | ୧୪୬ | ୩୮ | ୦୨ | ୪୯ | ୦୩ | – | – | ୮୯.୫% |
| ୨୦୦୫ | ୧୩୮୪ | ୧୪୨୦ | ୧୧୬୫ | ୧୨୧ | ୨୭ | ୧୧ | ୫୭ | ୦୧ | ୦୨ | – | ୯୦.୩% |
| ୨୦୦୬ | ୧୪୫୨ | ୧୪୨୬.୩ | ୧୧୭୨ | ୧୫୨ | ୨୪ | ୧୧ | ୯୨ | ୦୧ | – | – | ୮୮.୫% |
| ୨୦୦୭ | ୧୫୦୬ | ୧୪୪୪.୩ | ୧୨୧୧ | ୧୬୪ | ୪୪ | ୧୦ | ୭୫ | – | ୦୨ | – | ୮୫.୨% |
| ୨୦୦୮ | ୧୪୯୪ | ୧୪୪୭.୩ | ୧୨୧୪ | ୧୪୫ | ୨୪ | ୧୩ | ୯୦ | – | ୦୬ | ୦୩ | ୮୮.୭% |
| ୨୦୦୯ | ୧୬୦୦ | ୧୪୮୪ | ୧୨୬୯ | ୧୭୯ | ୩୦ | ୦୨ | ୮୭ | ୦୧ | ୩୨ | ୦୭ | ୮୬.୨% |
| ୨୦୧୦ | ୧୭୩୭ | ୧୫୩୩.୩ | ୧୩୨୪ | ୨୦୯ | ୩୮ | ୦୪ | ୬୯ | – | ୯୩ | ୪୩ | ୮୪% |
| ୨୦୧୧ | ୧୭୪୬ | ୧୬୧୦.୩ | ୧୩୪୫ | ୨୬୧ | ୩୫ | ୮ | ୯୩ | ୪ | – | – | ୮୩.୭% |
| ୨୦୧୨ | ୨୪୬୭ | ୧୬୯୪.୩ | ୧୮୬୬ | ୩୨୦ | ୬୮ | ୦୩ | ୨୦୬ | ୦୨ | ୦୨ | – | ୮୫.୨% |
| ୨୦୧୩ | ୨୬୯୬ | ୧୯୮୩.୩ | ୨୦୩୯ | ୩୫୩ | ୮୩ | ୧୧ | ୨୦୧ | ୦୩ | ୦୬ | ୦୨ | ୮୫.୧% |
| ୨୦୧୪ | ୨୬୨୭ | ୨୩୦୩ | ୧୯୧୦ | ୩୭୩ | ୧୧୪ | ୦୯ | ୨୧୨ | ୦୩ | ୦୬ | ୦୩ | ୮୩.୫% |
| ୨୦୧୫ | ୨୫୪୪ | ୨୫୯୬.୬ | ୧୯୬୪ | ୨୩୪ | ୧୧୫ | ୦୫ | ୨୦୫ | ୦୨ | ୧୯ | ୧୨ | ୮୯.୧% |
| ୨୦୧୬ | ୨୫୫୧ | ୨୬୨୨.୩ | ୧୮୮୩ | ୨୬୭ | ୧୫୮ | ୦୫ | ୧୧ | ୦୧ | ୨୬ | ୧୫ | ୮୭.୨% |
| ୨୦୧୭ | ୨୨୪୧ | ୨୫୭୪ | ୧୫୭୧ | ୨୪୩ | ୧୨୧ | ୦୩ | ୧୫୫ | ୦୧ | ୧୪୭ | ୮୪ | ୮୪.୩% |
| ପ୍ରଥମ ତ୍ରୟମାସିକ | ୪୯୮ | ୬୦୯.୬ | ୧୮୭ | ୦୭ | ୦୭ | – | ୧୨ | – | ୨୮୫ | ୧୭୬ | ୭୫.୭% |
| କ୍ରମିକ ନଂ | ନାମ ଓ ପଦବୀ | ଏସ.ଟି.ଡ଼ି | ଅଫିସ | ରେସିଡେଣ୍ଟ | ମୋବାଇଲ ନ॰ |
|---|---|---|---|---|---|
| ୦୧ | ଆରକ୍ଷୀ ଅଧିକ୍ଷକ ଜଗତସିଂହପୁର. | ୦୬୭୨୪ | ୨୨୦୧୧୫ | ୨୨୦୦୧୫ | ୯୪୩୯୮୭୬୫୮୧ |
| ୦୨ | ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପାରାଦୀପ । | ୦୬୭୨୨ | ୨୨୨୦୦୭ | ୨୨୨୪୫୧ | ୯୪୩୭୧୧୭୧୭୭ |
| ୦୩ | ଅତିରିକ୍ତ ଆରକ୍ଷୀ ଅଧିକ୍ଷକ IUCAW , ଜଗତସିଂହପୁର | ୯୪୩୭୨୫୮୫୯୨ | |||
| ୦୪ | ଏସ ଡି ପି ଓ , ଜଗତସିଂହପୁର | ୦୬୭୨୪ | ୨୨୦୨୧୫ | ୯୪୩୮୯୧୬୪୦୮ | |
| ୦୫ | ଏସ ଡି ପି ଓ , ତିର୍ତୋଲ | ୦୬୭୨୨ | ୨୫୦୦୧୨ | ୯୪୩୮୯୧୬୪୦୯ | |
| ୦୬ | ଡି. ଏସ. ପି . ଡି. ଆଇ . ବି . ଜଗତସିଂହପୁର. | ୦୬୭୨୪ | ୨୨୦୨୩୭ | ୯୪୩୮୯୧୬୪୦୭ | |
| ୦୭ | ଡି. ଏସ. ପି . ଏଚ. ଆର . ପି. ସି । . ଜଗତସିଂହପୁର. | ୯୪୩୭୧୨୩୦୦୬ | |||
| ୦୮ | ଡି. ଏସ. ପି . IUCAW ଜଗତସିଂହପୁର. | ୦୬୭୨୪ | ୨୨୦୫୨୯ | ୯୪୩୭୦୭୦୦୮୮ | |
| ୦୯ | ଡି. ଏସ. ପି . IUCAW ଜଗତସିଂହପୁର. | ୯୪୩୭୨୩୦୫୨୭ | |||
| ୧୦ | ଆଇ. ଆଇ. ସି ଜଗତସିଂହପୁର ଥାନା । | ୦୬୭୨୪ | ୨୨୦୦୩୭ | ୯୪୩୮୩୨୮୧୯୧ | |
| ୧୧ | ଆଇ. ଆଇ. ସି ବିରିଡି ଥାନା । | ୦୬୭୨୪ | ୨୬୮୪୨୪ | ୯୪୩୭୧୮୮୭୫୪ | |
| ୧୨ | ଆଇ. ଆଇ. ସି ରଘୁନାଥପୁର ଥାନା । | ୦୬୭୨୪ | ୨୬୭୭୬୫ | ୯୮୫୩୨୧୩୬୦୧ | |
| ୧୩ | ଆଇ. ଆଇ. ସି ତିର୍ତୋଲ ଥାନା । | ୦୬୭୨୨ | ୨୫୦୪୩୩ | ୯୪୩୮୩୩୮୫୨୮ | |
| ୧୪ | ଆଇ. ଆଇ. ସି କୁଜଙ୍ଗ ଥାନା । | ୦୬୭୨୨ | ୨୩୬୨୬୦ | ୮୮୯୫୯୦୫୨୬୯ | |
| ୧୫ | ଆଇ. ଆଇ. ସି ଏରସମା ଥାନା । | ୦୬୭୨୨ | ୨୪୬୨୬୬ | ୯୪୩୭୧୧୮୮୧୪ | |
| ୧୬ | ଆଇ. ଆଇ. ସି ପାରାଦୀପ ଥାନା । | ୦୬୭୨୨ | ୨୨୨୦୨୭ | ୯୪୩୭୫୦୫୦୨୪ | |
| ୧୭ | ଆଇ. ଆଇ. ସି ପାରାଦୀପ ମେରାଇନ ଥାନା । | ୦୬୭୨୨ | ୨୨୨୪୯୮ | ୯୪୩୯୫୧୭୮୭୨ | |
| ୧୮ | ଆଇ. ଆଇ. ସି ବାଲିକୁଦ। ଥାନା । | ୦୬୭୨୪ | ୨୩୮୨୩୮ | ୯୯୩୮୫୦୫୦୨୩ | |
| ୧୯ | ଆଇ. ଆଇ. ସି ନଉଗାଁ ଥାନା । | ୦୬୭୨୪ | ୨୩୩୬୦୭ | ୯୪୩୯୪୧୩୫୭୩ | |
| ୨୦ | ଆଇ. ଆଇ. ସି ଲକ ଥାନା । | ୦୬୭୨୨ | ୨୩୦୦୩୫ | ୯୪୩୭୦୮୧୦୬୫ | |
| ୨୧ | ଏ. ଏସ. ଆଇ I / C ଅନନ୍ତପୁର OP | ୯୩୩୮୬୯୪୩୬୬ | |||
| ୨୨ | ଏ. ଏସ. ଆଇ . I / C କନକପୁର OP | ୦୬୭୨୨ | ୨୪୩୪୬୯ | ୯୯୩୮୬୦୨୬ ୦୭ | |
| ୨୩ | ଏସ. ଆଇ .I / C କୃଷ୍ଣାନନ୍ଦପୁର OP | ୦୬୭୨୨ | ୨୪୧୯୦୪ | ୮୩୩୮୯୫୬୧୦୮ |
ସର୍ବୋଚ୍ଚ ଅଧିକାରୀ
ଆରକ୍ଷୀ ଅଧିକ୍ଷକ ଜଗତସିଂହପୁର ଯୋଗାଯୋଗ ନ॰ – (୦୬୭୨୪) ୨୨୦୧୧୫ (O),(୦୬୭୨୪ ୨୨୦୦୧୫(R),(୦୬୭୨୪) ୨୨୦୦୧୫ (ଫ୍ୟାକ୍ସ)
କ୍ରମିକ ନ॰ | ଅଫିସ ନାମ | ଅପିଲ କତୃପକ୍ଷ | ଜନ ସୂଚନା ଅଧିକାରୀ | ସହାୟକ ଜନ ସୂଚନା ଅଧିକାରୀ |
|---|---|---|---|---|
| 1 | ଜିଲ୍ଲା ପୁଲିସ ଅଫିସ ଜଗତସିଂହପୁର | ଜଗତସିଂହପୁର ୯୪୩୯୮୭୬୫୮୧ | ଡି. ଏସ. ପି . ଏଚ. ଆର . ପି. ସି . ଜଗତସିଂହପୁର ୦୬୭୨୪-୨୨୦୫୨୯ | I/C , ନିରୀକ୍ଷକ ଡ଼ି.ସି.ଆର.ବି ୦୬୭୨୪-୨୨୦୫୨୯ |
| 2 | ଏସ, ଡି. ଏସ. ପି ଜଗତସିଂହପୁର | -do- | ଏସ ଡି ପି ଓ , ଜଗତସିଂହପୁର ୦୬୭୨୪- ୨୨୦୨୧୫ | -do- |
| 3 | ଜଗତସିଂହପୁର ,ତିର୍ତୋଲ ପାରାଦୀପ | -do- | ଏସ ଡି ପି ଓ , ତିର୍ତୋଲ ୦୬୭୨୪-୨୫୦୦୧୨ | ୱାନ ଏସ.ଆଇ ପାରାଦୀପ ଥାନା ଓୱାନ ଏସ.ଆଇ ତିର୍ତୋଳ ଥାନା |
| 4 | ଜଗତସିଂହପୁର ଥାନା | -do- | ଆଇ. ଆଇ. ସି ଜଗତସିଂହପୁର ଥାନା ୦୬୭୨୪-୨୨୦୦୩୭ | ବରିଷ୍ଠ ପୁଲିସ ଏସ.ଆଇ./ଏ.ଏସ.ଆଇ |
| 5 | ବାଲିକୁଦ। ଥାନା | -do- | ଆଇ. ଆଇ. ସି ବାଲିକୁଦ। ଥାନା ୦୬୭୨୪-୨୩୮୨୩୮ | -do- |
| 6 | ବିରିଡି ଥାନା | -do- | ଆଇ. ଆଇ. ସି ବିରିଡି ଥାନା ୦୬୭୨୪-୨୬୮୪୨୪ | -do- |
| 7 | ନାଉଗାଁ ଥାନା | -do- | ଆଇ. ଆଇ. ସି ନାଉଗାଁ ଥାନା ୦୬୭୨୪-୨୩୩୬୦୭ | -do- |
| 8 | ରଘୁନାଥପୁର ଥାନା | -do- | ଆଇ. ଆଇ. ସି ରଘୁନାଥପୁର ଥାନା ୦୬୭୨୪-୨୬୭୭୬୫ | -do- |
| 9 | ତିର୍ତୋଲ ଥାନା | -do- | ଆଇ. ଆଇ. ସି ତିର୍ତୋଲ ଥାନା ୦୬୭୨୨-୨୫୦୪୩୩ | -do- |
| 10 | ଏରସମା ଥାନା | -do- | ଆଇ. ଆଇ. ସି ଏରସମା ଥାନା ୦୬୭୨୨-୨୪୬୨୬୬ | -do- |
| 11 | କୁଜଙ୍ଗ ଥାନା | -do- | ଆଇ. ଆଇ. ସି କୁଜଙ୍ଗ ଥାନା ୦୬୭୨୪-୨୩୬୨୬୦ | -do- |
| 12 | ପାରାଦୀପ ଲକ ଥାନା | -do- | ଆଇ. ଆଇ. ସି ଲକ ଥାନା ୦୬୭୨୨-୨୩୦୦୩୫ | -do- |
| 13 | ପାରାଦୀପ ମେରାଇନ ଥାନା | -do- | ଆଇ. ଆଇ. ସି ପାରାଦୀପ ମେରାଇନ ଥାନା ୦୬୭୨୨-୨୨୨୨୯୮ | -do- |
| 14 | ପାରାଦୀପ ଥାନା | -do- | ଆଇ. ଆଇ. ସି ପାରାଦୀପ ଥାନା ୦୬୭୨୨-୨୨୨୦୨୭ | -do- |
| 15 | ଜଟାଧାରୀ ମୁହାଣ ମେରାଇନ ଥାନା | -do- | ଆଇ. ଆଇ. ସି ଜଟାଧାରୀ ମୁହାଣ ମେରାଇନ ଥାନା ୯୪୩୭୬୨୧୮୮୫ | -do- |
ଅଭିଯୋଗ ଶୁଣାଣି
ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳ ମିଶି ସପ୍ତାହର ପ୍ରତି ସୋମବାର ଜନସାଧାରଣ ମାନଙ୍କର ଅଭିଯୋଗ ଶୁଣିଥାନ୍ତି । ତ। ପରେ ଆରକ୍ଷୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତି କାର୍ଯ୍ୟ ଦିବସରେ ଅଭିଯୋଗ ଶୁଣିଥାନ୍ତି ।ମହିଳା ଏବଂ ଶିଶୁ କକ୍ଷ ।
ଜଗତସିଂହପୁର ଜିଲ୍ଲା ରେ ୧୫ ଗୋଟି ଥାନା ରେ ମହିଳା ଏବଂ ଶିଶୁ କକ୍ଷ କାମ କରିଆସୁଛି ।
ଯୋଗାଯୋଗ ଓ ଠିକଣା
ଯୋଗାଯୋଗ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟଳୟ ଜଗତସିଂହପୁର
ଓଡିଶା-୭୫୪୧୦୩
ଯୋଗାଯୋଗ ନ॰ – (୦୬୭୨୪) ୨୨୦୧୧୫ (O),(୦୬୭୨୪ ୨୨୦୦୧୫( R),(୦୬୭୨୪) ୨୨୦୦୧୫ ( ଫ୍ୟାକ୍ସ)
ଈ-ମେଲ-spjsp.orpol@nic.in
spjspur@rediffmail.com