• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ

ଜିଲ୍ଲା ନ୍ୟାୟାଳୟ ପ୍ରତିଷ୍ଠା ହେବାର ଇତିହାସ

ଜଗତସିଂହପୁର ଜିଲ୍ଲା ନ୍ୟାୟାଳୟ ର ସୃଷ୍ଟି ମୂଳ କଟକ ଜିଲ୍ଲା ନ୍ୟାୟାଳୟ ଠାରୁ ଅଲଗା ହୋଇ ତା ୧୭।୦୫।୨୦୧୩ ଠାରୁ କାର୍ଯ୍ୟକାରୀ ହେଲା । ଏହା କଟକ ଉଚ୍ଚନ୍ୟାୟାଳୟ ର ତଦାନୀନ୍ତକ ମାନ୍ୟବର ନ୍ୟାୟାଧିଶ ଶ୍ରୀଯୁକ୍ତ ଶତୃଘ୍ନ ପୂଜାହାରୀଙ୍କ ଉପସ୍ଥିତିରେ ଉଦଘାଟିତ ହୋଇଥିଲା । ସେତେବେଳର କଟକରେ ଅବସ୍ଥାପିତ ଜିଲ୍ଲା ନ୍ୟାୟାଧୀଶ ସମ୍ମାନୀୟ ଶ୍ରୀ ଗୋପାଳ ଚନ୍ଦ୍ର ବେହେରା ଜିଲ୍ଲାର ପ୍ରଥମ ନ୍ୟାୟାଧୀଶ ଭାବେ ଅବସ୍ଥାପିତ ହୋଇଥିଲେ।

ଜିଲ୍ଲା ନ୍ୟାୟାଳୟ ରେ କାର୍ଯରତ ନ୍ୟାୟାଧୀଶ ମାନଙ୍କ ନାମ ଓ ଯୋଗାଯୋଗ
ଅଫିସ ର ନାମଅଫିସରଙ୍କ ନାମଟେଲିଫୋନ ନମ୍ବର.ଅଫିସ/ଘରମୋବାଇଲ ନମ୍ବର
ଜିଲ୍ଲା ଦୌରା ଜଜଶ୍ରୀ ରବିନାରାୟଣ ମିଶ୍ର୨୨୨୦୨୨( ଅଫିସ) ୨୨୦୧୪୯(ଫାକ୍ସ) ୨୨୦୨୫୧ (ଘର)୯୪୩୭୨୪୭୨୨୨
ଉପ ଜିଲ୍ଲା ଦୌରାତ ଜର୍ଜଶ୍ରୀ ଭଗବାନ ପ୍ରଧାନ୨୨୨୮୦୧(ଅଫିସ) ୨୨୧୧୯୪ (ଘର)୯୮୫୩୮୨୯୨୯୯
ସିଜେମଶ୍ରୀମତୀ ମିନାକ୍ଷି ଦାସ୨୨୦୧୩୮(ଅଫିସ) ୨୨୦୩୪୭ (ଘର)୯୪୩୭୯୬୦୧୦୦
ସିଭିଲ ଜଜ(ଏସ.ଡିଭିଜନ)ଶ୍ରୀମତୀ ମୁନରାନୀ ମିଶ୍ର୨୨୦୦୯୩ (ଅଫିସ) ୨୨୦୩୪୯(ଘର )୯୪୩୯୭୪୦୯୮୦
ଡ଼ିଏଲଏସଏ, ସେକ୍ରେଟାରୀଶ୍ରୀମତୀ ଶ୍ବତସ୍ବିନୀ କର୨୨୧୧୮୧ (ଅଫିସ) ୨୨୧୧୮୨ (ଘର )୯୪୩୮୬୭୦୪୫୪
ରେଜିଷ୍ଟାରଶ୍ରୀ ପ୍ରିଦିପ କୁମାର ପ୍ରଧାନ୨୨୧୧୯୫ (ଅଫିସ) ୨୨୨୯୧୦ ( ଘର )୮୮୯୫୮୭୮୩୭୦
ସିଭିଲ ଜଜ(ଏସ.ଡିଭିଜନ) କମ ଆସିଷ୍ଟାଣ୍ଟ ସେସନ ଜଜ, ଓମେନ୍ସ କୋର୍ଟଶ୍ରୀମତୀ ଲୋପାମୁଦ୍ରା ପଣ୍ଡା ୯୫୫୬୪୦୧୯୬୫
ସିଭିଲ ଜଜ(ଜୁନିୟର.ଡିଭିଜନ)ଶ୍ରୀମତୀ ଶିବାନୀ ଆଚାର୍ଯ୍ୟ୨୨୦୬୪୮( ଅଫିସ ) ୨୨୧୫୨୧ (ଘର )୮୮୯୫୫୭୦୭୧୨
ଏସଡ଼ିଜେଏମଶ୍ରୀମତୀ ଶୁଭଶ୍ରୀ ପ୍ରଧାନ୨୨୧୫୪୧ (ଅଫିସ) ୨୨୦୭୭୩ (ଘର)୮୭୬୩୩୦୦୪୨୫
ଜେଏମଏଫସି ୨୨୦୭୧୦ (ଅଫିସ ) ୨୨୦୮୭୮(ଘର ) 
ଦୁରଭାଷ ନମ୍ବର କୁଜଙ୍ଗ ଷ୍ଟେସନ (ଏସ.ଟି.ଡି:୦୬୭୨୨)
ସିଭିଲ ଜଜ(ଏସ.ଡିଭିଜନ)ଶ୍ରୀ ଅଭିଳାସ ସେନାପତି୨୩୭୦୦୭ (ଅଫିସ)ଫାକ୍ସ ୨୩୭୦୦୬ (ଘର)୯୪୩୮୩୨୫୯୫୯
ସିଭିଲ ଜଜ(ଜୁନିୟର.ଡିଭିଜନ)ଶ୍ରୀ ଅମିତାଭ ପଣ୍ଡା୨୩୬୦୬୬ (ଅଫିସ) ୨୩୬୦୬୦ (ଘର)୯୪୩୮୧୫୮୫୧୦
ଜେଏମଏଫସି(ପ)ଶ୍ରୀମତୀ ମାମି ବେହେରା୨୩୬୪୫୦ (ଅଫିସ)୭୦୦୮୧୧୭୦୮୧

ଅଧିକ ତଥ୍ୟ ପାଇଁ କ୍ଲିକ କରନ୍ତୁ :- http://Ecourts.Gov.In/Odisha/Jagatsinghpur