• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

୧୯୮୨ ମସିହାରେ ନୂଆଦିଲ୍ଲୀରେ ନବମ ଏସୀୟ କ୍ରୀଡା ଆୟୋଜନ ସମୟରେ ଯୁବ ବ୍ୟାପାର ଏବଂ କ୍ରୀଡାମନ୍ତ୍ରାଳୟ କ୍ରୀଡା ବିଭାଗ ଭାବରେ ୧୯୮୨ ମସିହାରେ ପ୍ରତିଷ୍ଠା କରଯାଇଥିଲା । ୧୯୮୫ ମସିହାରେ ଅନ୍ତରଜାତିୟ ଯୁବ ଦିବସ ପାଳନ ଅବସରେରେ ଏହାର ନାମ ଯୁବ ବ୍ୟାପାର ଏବଂ କ୍ରୀଡା ବିଭାଗରେ ପରିବର୍ତ୍ତିତ ହୋଇଥିଲା । ଏହା ୨୭ ମଇ ୨୦୨0 ମସିହାରେ ଏକ ନୂତନ ମନ୍ତ୍ରଣାଳୟ ହେଲା । ପରବର୍ତ୍ତୀ ସମୟରେ ମନ୍ତ୍ରଣାଳୟକୁ ଯୁବ ବ୍ୟାପାର ଓ କ୍ରୀଡା ବିଭାଗ ନାମ ଦୁଇ ଜଣ ସଚିବଙ୍କ ଅଧିନରେ ୩୦ ଏପ୍ରିଲ ୨୦୦୮ ରୁ କାର୍ଯ୍ୟକାରୀ କରାଗଲା ଏବଂ ଭାରତ ନିୟମ ୧୯୬୧ ଅନୁଯାଇ ପରିଚାଳିତ ହେଲା । ୧୯୯୪ ମସିହା ଠାରୁ ଜିଲ୍ଲା ପ୍ରଶାସନର ଏକ ଅବିଛେଦ୍ୟ ଅଙ୍ଗ ଭାବେ ଜିଲ୍ଲା କ୍ରୀଡା ବିଭାଗ କାର୍ଯ୍ୟକରି ଆସୁଛି ।

ଲକ୍ଷ

ଗ୍ରାମରୁ ଜିଲ୍ଲା ପର୍ଯ୍ୟନ୍ତ କ୍ରୀଡା ବିଭାଗର ବିଭିନ୍ନ ଯୋଜନା ମାନଙ୍କୁ କାର୍ଯ୍ୟକାରୀ କରିବା ପାଇଁ ଏବଂ ତୃଣମୂଳ ସ୍ତରରେ ଯୁବ କଲ୍ୟାଣ କାର୍ଯ୍ୟକ୍ରମ ମାନଙ୍କୁ ଜିଲ୍ଲାପାଳଙ୍କ ପ୍ରତ୍ୟଖ୍ଯ ନିୟନ୍ତ୍ରଣରେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟର ପ୍ରତେକ ଜିଲ୍ଲା ପାଇଁ ଜଣେ ଜଣେ ଜିଲ୍ଲା କ୍ରୀଡା ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି ।

ବାର୍ଷିକ କ୍ରୀଡା ପ୍ରତିଯୋଗୀତା କାର୍ଯ୍ୟକ୍ରମ

  • କ୍ରିଡା ଛାତ୍ର ବାସରେ ଯୋଗ ଦେବା ନିମନ୍ତେ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ
  • ଯୁବ ମହୋସବ
  • ଆଦିବାସୀ କ୍ରୀଡା ପ୍ରତିଯୋଗୀତା
  • ଗ୍ରାମୀଣ କ୍ରୀଡା ପ୍ରତିଯୋଗୀତା
  • ମହିଳା କ୍ରୀଡା ପ୍ରତିଯୋଗୀତା
  • ଜାତୀୟ କ୍ରୀଡା ଦିବସ

ସହାୟକ ସୁଚନା ଅଧିକାରୀ

ନାମ:-ବିଶ୍ଵବିଜୟନୀ ପଟ୍ଟନାୟକ (ଜିଲ୍ଲା କ୍ରୀଡା ଅଧିକାରୀ)
ମୋ:-୮୧୧୪୮୨୭୧୮୮
ମେଲ:-dso.jspur@gmail.com

ଯୋଜନା

  • ବିଜୁଯୁବ ବାହିନୀ
  • ବ୍ଲକ ସ୍ତରୀୟ ମିନି ଷ୍ଟାଡିୟମ
  • ବହୁବମୁଖୀ ଇଣ୍ଡୋର ଷ୍ଟାଡିୟମ