• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ଜଗତସିଂହପୁର ଜିଲ୍ଲା ର ଆଇନ ଶୃଙ୍ଖଳା

  • ଜଗତସିଂହପୁର ଜିଲ୍ଲା ୧୯୯୩ ମସିହାଠାରୁ ଗୋଟିଏ ପୁଲିସ ଜିଲ୍ଲା ହୋଇଅଛି । ତ। ପୂର୍ବରୁ ଏହା କଟକ ଜିଲ୍ଲା ର ଏକ ଅଂସ ଥିଲା । ଜିଲ୍ଲା ପୁଲିସ ସଦର ମହୁକୁମ। ଜଗତସିଂହପୁର ରେ ଅବସ୍ଥିତ ଯେଉଁଠି ପାରାଦୀପ ଠାରେ ଜଣେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରହିଛନ୍ତି । ଆଉଜଣେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜଗତସିଙ୍ଘପୁର ଠାରେ IUCAW ବିଭାଗ ରେ ନିଯୁକ୍ତ ହୋଇଛନ୍ତି । ଦୁଇ ଜଣ ଉପ ଆରକ୍ଷୀ ଅଧିକ୍ଷକ ଓ ଦୁଇ ଜଣ ଆରକ୍ଷୀ ନିରୀକ୍ଷକ, ମହିଳା ଏବଂ ଶିଶୁ ସମ୍ବନ୍ଧୀୟ ଅପରାଧର ଅନୁସନ୍ଧାନ ନିମନ୍ତେ ନିଯୁକ୍ତ ହୋଇଛନ୍ତି । ବର୍ତମାନ ଜିଲ୍ଲା ରେ ୧୫ ଗୋଟି ଥାନା ଅଛି । ସରଂକ୍ଷିତ ଆରକ୍ଷୀ ବଳ ଯାହାକି ସରଂକ୍ଷିତ ସଶସ୍ତ୍ର ଆରକ୍ଷୀ ପୁନଙ୍ଗ ଠାରେ ଅବସ୍ଥିତ । ପୁନଙ୍ଗ ଜଗତସିଙ୍ଘପୁର ସହର ଠାରୁ ୫ କି.ମି ଦୂରତା ରେ ରହିଅଛି ।
  • ଅନ୍ୟ ଜିଲ୍ଲା ଆରକ୍ଷୀ ମାନଙ୍କ ପରି ମଧ୍ୟ ଜଗତସିଂହପୁର ଜିଲ୍ଲା ଆରକ୍ଷୀ ମାନଙ୍କ ଉପରେ ଜିଲ୍ଲା ର ଆଇନ ଶୃଙ୍ଖଳା ବଜାୟ ରଖିବା, ଯାତାୟାତ ର ପରିଚାଳନା, ଅପରାଧ ପ୍ରତିରୋଧ ଓ ସନ୍ଧାନ କରିବା , ଜଗତସିଙ୍ଘପୁର ଜିଲ୍ଲା ର ସମସ୍ତ ନାଗରିକ ମାନଙ୍କ ସହିତ ସୁସମ୍ପର୍କ ବଜାୟ ରଖିବା ସହିତ ସର୍ବତୋମ ସେବା ପ୍ରଦାନ କରିବା ପରି ଦାଇତ୍ୟବୋଧତା ନ୍ୟସ୍ତ ରହିଅଛି ।
  • ଜଗତସିଂହପୁର ଆରକ୍ଷୀ ବିଶ୍ଵାସ କରୁଥିବା ଆଦର୍ଶ – “ ପରିତ୍ରାଣୟଂ ସାଧୁନାଃ ବିନାଶୟଃ ଚଃ ଦୁଷ୍ଟାତମଂ ” ( ସଦଜନ / ଶୃଙ୍ଖଳିତ ଜନସାଧାରଣ ମାନଙ୍କୁ ଭଲପାଇବା ସହିତ ସୁରକ୍ଷା ପ୍ରଦାନ କରିବା ଓ ଦୃଜନ / ବିଶୃଙ୍ଖଳିତ ଜନସାଧାରଣ / ଅପରାଧୀ ମାନଙ୍କୁ ବିନାଶ କରିବା ) ଜିଲ୍ଲା ଆରକ୍ଷୀ ଲୋକ ମାନଙ୍କ ବଂଧୁ ହୋଇ ସମାଜରେ ଲୋକମାନଙ୍କର ଆଇନ ଗତ ସୁରକ୍ଷା ଦେଇଆସୁଅଛି । ଯାହାର ପ୍ରମାଣ ସ୍ୱରୂପ ପ୍ରତି ଥାନା ମାନଙ୍କରେ ମହିଳା ଓ ଶିଶୁ କକ୍ଷ ଖୋଲାଯାଇଅଛି ।
  • ଦୁର୍ଘଟଣା ସମୟରେ ଯେଉଁ ଲୋକମାନେ ଦୁର୍ଘଟଣା ଗ୍ରସ୍ତ ହୋଇଥିବେ ସେମାନଙ୍କୁ ସାହାଯ୍ୟ କରି ଡାକ୍ତରଖାନ। କୁ ସ୍ଥାନାନ୍ତରିତ କରି ତାଙ୍କର ମୂଲ୍ୟବାନ ଜୀବନ ବଞ୍ଚାଇଥାଏ ସେଇ ଲୋକମାନକୁ ଜିଲ୍ଲା ପୁଲିସ ସମ୍ମାନିତ କରିବା ସହିତ ଆର୍ଥିକ ପୁରସ୍କାର ପ୍ରଦାନ କରିଆସୁଅଛି ।
  • ଆହୁରି ମଧ୍ୟ ରାସ୍ତାରେ ଗତାଗତ ସମୟରେ ଜିଲ୍ଲା ପୁଲିସ ଜନସାଧାରଣ ମାନଙ୍କୁ helmet ର ବ୍ୟବହାର ନିମନ୍ତେ ସଚେତନ କରାଇ ଆସୁଅଛି ।
  • ଜିଲ୍ଲା ପୁଲିସ ପରିବେଶ କୁ ସାଫା ଓ ସୁତୁରା ରଖିବା ନିମନ୍ତେ ଏକ ମିଳିତ ଶ୍ରମଦାନ କରିଆସୁଅଛି । ଜିଲ୍ଲା ପୁଲିସ ଜନସାଧାରଣ ମାନଙ୍କ ସୁରକ୍ଷା ନିମନ୍ତେ ସଂକଳ୍ପବଦ୍ଧ ।
  • ଆମେ ମାନେ ବୈଜ୍ଞାନିକ ପ୍ରଧତିର ସାହାଯ୍ୟ ଓ ଆମର କାର୍ଯ ଦକ୍ଷତା ବଢାଇ ଉତମ ସେବା ପ୍ରଦାନ ନିମନ୍ତେ ପ୍ରଚେଷ୍ଟା ଜାରି ରଖିଛୁ ।
  • ଆମେ ମାନେ ଆରକ୍ଷୀ ଓ ସେମାନଙ୍କ ପରିବାର ଲୋକ ଙ୍କ ମଙ୍ଗଳ ପାଇଁ ପ୍ରତିଶ୍ରୁତିବଦ୍ଧ ।
ଜିଲ୍ଲା ରେ ଥିବା ଥାନା ମାନଙ୍କ ସଂଖ୍ୟା
କ୍ରମିକ ନ॰ଥାନା ନାମ
ଜଗତସିଂହପୁର ଥାନା
ବିରିଡି ଥାନା
ରଘୁନାଥପୁର ଥାନା
ବାଲିକୁଦ ଥାନା
ନାଉଗାଁ ଥାନା
ତିର୍ତୋଲ ଥାନା
କୁଜଙ୍ଗ ଥାନା
ଏରସମା ଥାନା
ପାରାଦୀପ ଲକ ଥାନା
୧୦ପାରାଦୀପ ଥାନା
୧୧ପାରାଦୀପ ମେରାଇନ ଥାନା
୧୨ଅଭୟଚାନ୍ଦପୁର ଥାନା
୧୩ଏନର୍ଜି ଥାନା
୧୪ଜଟାଧାରୀ ମୁହାଣ ମେରାଇନ ଥାନା
୧୫ବନ୍ଦର ମେରାଇନ ଥାନା

ଜିଲା ପୁଲିସର ଭୂମିକା ଓ ଦାଇତ୍ଵ

ଜଗତସିଂହପୁର ଜିଲ୍ଲାରେ ପୁଲିସ କର୍ମଚାରୀ ର ଅଭାବ ସତ୍ୟେ, ଜଗତସିଂହପୁର ଜିଲ୍ଲା ପୁଲିସ ଜନସାଧାରଣ ଙ୍କ ନିକଟରେ ଆସ୍ଥାଭାଜନ ହୋଇପାରିଛି, କେବଳ ତାର ନିଷ୍ଠା ଏବଂ ଦୃଢତ। ର ସହ କାର୍ଯ ଦକ୍ଷତା ପାଇଁ । ଜିଲ୍ଲା ପୁଲିସ ମୁଖ୍ୟ କାର୍ଯ୍ୟ।ଳୟ, ଜିଲ୍ଲା ରେ ଥିବା ସମସ୍ତ ଥାନା ଫାଣ୍ଡି ସହ ଟେଲିଫୋନ / ଫ୍ୟାକ୍ସ / ଇ-ମେଲ / ୱରଲେସ ଏବଂ ବିଭିନ୍ନ ସୋସିଆଲ ମିଡିଆ ସହ ଶୀଘ୍ର ଯୋଗାଯୋଗ ପାଇଁ ସଂଯୁକ୍ତ ଅଛି ।

ଜଗତସିଂହପୁର ଜିଲ୍ଲା ର ଅପରାଧ ର ବିବରଣୀ ଶେଷ ୧୦ ବର୍ଷ ର ୩୧.୦୩.୨୦୧୮ ପର୍ଯ୍ୟନ୍ତ ନିମ୍ନ ରେ ଦିଆଗଲା ।
ବର୍ଷବିବରଣୀଟି.ଏସି.ଏସଏଫଆରଟିଏମଏଫ/ଏମଏଲଏନସିଅସତ୍ୟଟାଆରଏଏନଏସପି.ଆଇଏଲସିଏସ% ଶତକଡା
୧୯୯୯୧୩୫୫୧୪୧୫.୩୧୦୪୭୨୨୩୩୪୧୫୩୫୦୧୮୨ .୪ %
୨୦୦୦୧୩୭୭୧୩୫୫.୬୧୦୧୯୧୭୪୪୧୦୬୩୬୦୧୮୬.୫%
୨୦୦୧୧୫୫୯୧୩୪୯.୩୧୩୬୫୧୫୦୧୧୦୪୩୮୦୧୯୦.୬ %
୨୦୦୨୧୩୬୫୧୪୩୦.୩୧୧୩୭୧୪୯୩୩୦୨୪୦୦୪୮୮.୨ %
୨୦୦୩୧୪୦୧୧୪୩୩.୬୧୧୩୦୧୬୩୧୮୦୭୮୨୦୧୮୬.୭%
୨୦୦୪୧୪୯୪୧୪୪୧.୬୧୨୫୬୧୪୬୩୮୦୨୪୯୦୩୮୯.୫%
୨୦୦୫୧୩୮୪୧୪୨୦୧୧୬୫୧୨୧୨୭୧୧୫୭୦୧୦୨୯୦.୩%
୨୦୦୬୧୪୫୨୧୪୨୬.୩୧୧୭୨୧୫୨୨୪୧୧୯୨୦୧୮୮.୫%
୨୦୦୭୧୫୦୬୧୪୪୪.୩୧୨୧୧୧୬୪୪୪୧୦୭୫୦୨୮୫.୨%
୨୦୦୮୧୪୯୪୧୪୪୭.୩୧୨୧୪୧୪୫୨୪୧୩୯୦୦୬୦୩୮୮.୭%
୨୦୦୯୧୬୦୦୧୪୮୪୧୨୬୯୧୭୯୩୦୦୨୮୭୦୧୩୨୦୭୮୬.୨%
୨୦୧୦୧୭୩୭୧୫୩୩.୩୧୩୨୪୨୦୯୩୮୦୪୬୯୯୩୪୩୮୪%
୨୦୧୧୧୭୪୬୧୬୧୦.୩୧୩୪୫୨୬୧୩୫୯୩୮୩.୭%
୨୦୧୨୨୪୬୭୧୬୯୪.୩୧୮୬୬୩୨୦୬୮୦୩୨୦୬୦୨୦୨୮୫.୨%
୨୦୧୩୨୬୯୬୧୯୮୩.୩୨୦୩୯୩୫୩୮୩୧୧୨୦୧୦୩୦୬୦୨୮୫.୧%
୨୦୧୪୨୬୨୭୨୩୦୩୧୯୧୦୩୭୩୧୧୪୦୯୨୧୨୦୩୦୬୦୩୮୩.୫%
୨୦୧୫୨୫୪୪୨୫୯୬.୬୧୯୬୪୨୩୪୧୧୫୦୫୨୦୫୦୨୧୯୧୨୮୯.୧%
୨୦୧୬୨୫୫୧୨୬୨୨.୩୧୮୮୩୨୬୭୧୫୮୦୫୧୧୦୧୨୬୧୫୮୭.୨%
୨୦୧୭୨୨୪୧୨୫୭୪୧୫୭୧୨୪୩୧୨୧୦୩୧୫୫୦୧୧୪୭୮୪୮୪.୩%
ପ୍ରଥମ ତ୍ରୟମାସିକ୪୯୮୬୦୯.୬୧୮୭୦୭୦୭୧୨୨୮୫୧୭୬୭୫.୭%
ଅ।ରକ୍ଷୀ ଅଧିକାରୀ ମାନଙ୍କ ସହିତ ଯୋଗାଯୋଗ ନମ୍ବର
କ୍ରମିକ ନଂନାମ ଓ ପଦବୀଏସ.ଟି.ଡ଼ିଅଫିସରେସିଡେଣ୍ଟମୋବାଇଲ ନ॰
୦୧ଆରକ୍ଷୀ ଅଧିକ୍ଷକ ଜଗତସିଂହପୁର.୦୬୭୨୪୨୨୦୧୧୫୨୨୦୦୧୫୯୪୩୯୮୭୬୫୮୧
୦୨ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପାରାଦୀପ ।୦୬୭୨୨୨୨୨୦୦୭୨୨୨୪୫୧୯୪୩୭୧୧୭୧୭୭
୦୩ଅତିରିକ୍ତ ଆରକ୍ଷୀ ଅଧିକ୍ଷକ IUCAW , ଜଗତସିଂହପୁର୯୪୩୭୨୫୮୫୯୨   
୦୪ଏସ ଡି ପି ଓ , ଜଗତସିଂହପୁର୦୬୭୨୪୨୨୦୨୧୫୯୪୩୮୯୧୬୪୦୮ 
୦୫ଏସ ଡି ପି ଓ , ତିର୍ତୋଲ୦୬୭୨୨୨୫୦୦୧୨୯୪୩୮୯୧୬୪୦୯ 
୦୬ଡି. ଏସ. ପି . ଡି. ଆଇ . ବି . ଜଗତସିଂହପୁର.୦୬୭୨୪୨୨୦୨୩୭୯୪୩୮୯୧୬୪୦୭ 
୦୭ଡି. ଏସ. ପି . ଏଚ. ଆର . ପି. ସି । . ଜଗତସିଂହପୁର.୯୪୩୭୧୨୩୦୦୬   
୦୮ଡି. ଏସ. ପି . IUCAW ଜଗତସିଂହପୁର.୦୬୭୨୪୨୨୦୫୨୯୯୪୩୭୦୭୦୦୮୮ 
୦୯ଡି. ଏସ. ପି . IUCAW ଜଗତସିଂହପୁର.୯୪୩୭୨୩୦୫୨୭   
୧୦ଆଇ. ଆଇ. ସି ଜଗତସିଂହପୁର ଥାନା ।୦୬୭୨୪୨୨୦୦୩୭୯୪୩୮୩୨୮୧୯୧ 
୧୧ଆଇ. ଆଇ. ସି ବିରିଡି ଥାନା ।୦୬୭୨୪୨୬୮୪୨୪୯୪୩୭୧୮୮୭୫୪ 
୧୨ଆଇ. ଆଇ. ସି ରଘୁନାଥପୁର ଥାନା ।୦୬୭୨୪୨୬୭୭୬୫୯୮୫୩୨୧୩୬୦୧ 
୧୩ଆଇ. ଆଇ. ସି ତିର୍ତୋଲ ଥାନା ।୦୬୭୨୨୨୫୦୪୩୩୯୪୩୮୩୩୮୫୨୮ 
୧୪ଆଇ. ଆଇ. ସି କୁଜଙ୍ଗ ଥାନା ।୦୬୭୨୨୨୩୬୨୬୦୮୮୯୫୯୦୫୨୬୯ 
୧୫ଆଇ. ଆଇ. ସି ଏରସମା ଥାନା ।୦୬୭୨୨୨୪୬୨୬୬୯୪୩୭୧୧୮୮୧୪ 
୧୬ଆଇ. ଆଇ. ସି ପାରାଦୀପ ଥାନା ।୦୬୭୨୨୨୨୨୦୨୭୯୪୩୭୫୦୫୦୨୪ 
୧୭ଆଇ. ଆଇ. ସି ପାରାଦୀପ ମେରାଇନ ଥାନା ।୦୬୭୨୨୨୨୨୪୯୮୯୪୩୯୫୧୭୮୭୨ 
୧୮ଆଇ. ଆଇ. ସି ବାଲିକୁଦ। ଥାନା ।୦୬୭୨୪୨୩୮୨୩୮୯୯୩୮୫୦୫୦୨୩ 
୧୯ଆଇ. ଆଇ. ସି ନଉଗାଁ ଥାନା ।୦୬୭୨୪୨୩୩୬୦୭୯୪୩୯୪୧୩୫୭୩ 
୨୦ଆଇ. ଆଇ. ସି ଲକ ଥାନା ।୦୬୭୨୨୨୩୦୦୩୫୯୪୩୭୦୮୧୦୬୫ 
୨୧ଏ. ଏସ. ଆଇ I / C ଅନନ୍ତପୁର OP୯୩୩୮୬୯୪୩୬୬   
୨୨ଏ. ଏସ. ଆଇ . I / C କନକପୁର OP୦୬୭୨୨୨୪୩୪୬୯୯୯୩୮୬୦୨୬ ୦୭ 
୨୩ଏସ. ଆଇ .I / C କୃଷ୍ଣାନନ୍ଦପୁର OP୦୬୭୨୨୨୪୧୯୦୪୮୩୩୮୯୫୬୧୦୮ 

ସର୍ବୋଚ୍ଚ ଅଧିକାରୀ

ଆରକ୍ଷୀ ଅଧିକ୍ଷକ ଜଗତସିଂହପୁର ଯୋଗାଯୋଗ ନ॰ – (୦୬୭୨୪) ୨୨୦୧୧୫ (O),(୦୬୭୨୪ ୨୨୦୦୧୫(R),(୦୬୭୨୪) ୨୨୦୦୧୫ (ଫ୍ୟାକ୍ସ)

କ୍ରମିକ ନ॰

ଅଫିସ ନାମ

ଅପିଲ କତୃପକ୍ଷ

ଜନ ସୂଚନା ଅଧିକାରୀ

ସହାୟକ ଜନ ସୂଚନା ଅଧିକାରୀ

1ଜିଲ୍ଲା ପୁଲିସ ଅଫିସ ଜଗତସିଂହପୁରଜଗତସିଂହପୁର ୯୪୩୯୮୭୬୫୮୧ଡି. ଏସ. ପି . ଏଚ. ଆର . ପି. ସି . ଜଗତସିଂହପୁର
୦୬୭୨୪-୨୨୦୫୨୯
I/C , ନିରୀକ୍ଷକ ଡ଼ି.ସି.ଆର.ବି
୦୬୭୨୪-୨୨୦୫୨୯
2ଏସ, ଡି. ଏସ. ପି ଜଗତସିଂହପୁର-do-ଏସ ଡି ପି ଓ , ଜଗତସିଂହପୁର
୦୬୭୨୪- ୨୨୦୨୧୫
-do-
3ଜଗତସିଂହପୁର ,ତିର୍ତୋଲ ପାରାଦୀପ-do-ଏସ ଡି ପି ଓ , ତିର୍ତୋଲ ୦୬୭୨୪-୨୫୦୦୧୨ୱାନ ଏସ.ଆଇ ପାରାଦୀପ ଥାନା ଓୱାନ ଏସ.ଆଇ ତିର୍ତୋଳ ଥାନା
4ଜଗତସିଂହପୁର ଥାନା-do-ଆଇ. ଆଇ. ସି ଜଗତସିଂହପୁର ଥାନା ୦୬୭୨୪-୨୨୦୦୩୭ବରିଷ୍ଠ ପୁଲିସ ଏସ.ଆଇ./ଏ.ଏସ.ଆଇ
5ବାଲିକୁଦ। ଥାନା-do-ଆଇ. ଆଇ. ସି ବାଲିକୁଦ। ଥାନା ୦୬୭୨୪-୨୩୮୨୩୮-do-
6ବିରିଡି ଥାନା-do-ଆଇ. ଆଇ. ସି ବିରିଡି ଥାନା ୦୬୭୨୪-୨୬୮୪୨୪-do-
7ନାଉଗାଁ ଥାନା-do-ଆଇ. ଆଇ. ସି ନାଉଗାଁ ଥାନା ୦୬୭୨୪-୨୩୩୬୦୭-do-
8ରଘୁନାଥପୁର ଥାନା-do-ଆଇ. ଆଇ. ସି ରଘୁନାଥପୁର ଥାନା ୦୬୭୨୪-୨୬୭୭୬୫-do-
9ତିର୍ତୋଲ ଥାନା-do-ଆଇ. ଆଇ. ସି ତିର୍ତୋଲ ଥାନା ୦୬୭୨୨-୨୫୦୪୩୩-do-
10ଏରସମା ଥାନା-do-ଆଇ. ଆଇ. ସି ଏରସମା ଥାନା
୦୬୭୨୨-୨୪୬୨୬୬
-do-
11କୁଜଙ୍ଗ ଥାନା-do-ଆଇ. ଆଇ. ସି କୁଜଙ୍ଗ ଥାନା ୦୬୭୨୪-୨୩୬୨୬୦-do-
12ପାରାଦୀପ ଲକ ଥାନା-do-ଆଇ. ଆଇ. ସି ଲକ ଥାନା
୦୬୭୨୨-୨୩୦୦୩୫
-do-
13ପାରାଦୀପ ମେରାଇନ ଥାନା-do-ଆଇ. ଆଇ. ସି ପାରାଦୀପ ମେରାଇନ ଥାନା
୦୬୭୨୨-୨୨୨୨୯୮
-do-
14ପାରାଦୀପ ଥାନା-do-ଆଇ. ଆଇ. ସି ପାରାଦୀପ ଥାନା ୦୬୭୨୨-୨୨୨୦୨୭-do-
15ଜଟାଧାରୀ ମୁହାଣ ମେରାଇନ ଥାନା-do-ଆଇ. ଆଇ. ସି ଜଟାଧାରୀ ମୁହାଣ ମେରାଇନ ଥାନା
୯୪୩୭୬୨୧୮୮୫
-do-

ଅଭିଯୋଗ ଶୁଣାଣି

ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳ ମିଶି ସପ୍ତାହର ପ୍ରତି ସୋମବାର ଜନସାଧାରଣ ମାନଙ୍କର ଅଭିଯୋଗ ଶୁଣିଥାନ୍ତି । ତ। ପରେ ଆରକ୍ଷୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତି କାର୍ଯ୍ୟ ଦିବସରେ ଅଭିଯୋଗ ଶୁଣିଥାନ୍ତି ।ମହିଳା ଏବଂ ଶିଶୁ କକ୍ଷ ।
ଜଗତସିଂହପୁର ଜିଲ୍ଲା ରେ ୧୫ ଗୋଟି ଥାନା ରେ ମହିଳା ଏବଂ ଶିଶୁ କକ୍ଷ କାମ କରିଆସୁଛି ।

ଯୋଗାଯୋଗ ଓ ଠିକଣା

ଯୋଗାଯୋଗ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟଳୟ ଜଗତସିଂହପୁର
ଓଡିଶା-୭୫୪୧୦୩
ଯୋଗାଯୋଗ ନ॰ – (୦୬୭୨୪) ୨୨୦୧୧୫ (O),(୦୬୭୨୪ ୨୨୦୦୧୫( R),(୦୬୭୨୪) ୨୨୦୦୧୫ ( ଫ୍ୟାକ୍ସ)
ଈ-ମେଲ-spjsp.orpol@nic.in
spjspur@rediffmail.com