• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
  • ଯୋଗାଯୋଗ ଠିକଣା

ନାମ : ଶ୍ରୀମତି ସୁଜାତା ମିଶ୍ର, ଯୋଗାଣ ଅଧିକାରୀ, ଜଗତସିଂହପୁର

ମୋବାଇଲ ନମ୍ବର : ୯୪୩୮୦୦୦୪୨

  • ଇ-ମେଲ

ଅଫିସ ଇ-ମେଲ cso.jagatsinghpur@gmail.com

ଜନ ସୂଚନା ଅଧିକାରୀ : ଶ୍ରୀମତି ସୁଜାତା ମିଶ୍ର , ଯୋଗାଣ ଅଧିକାରୀ

ସହାୟକ ଜନ ସୂଚନା ଅଧିକାରୀ :  ଶ୍ରୀଯୁକ୍ତ ପ୍ରଫୁଲ୍ଲ ବେହେରା, ସହାୟକ ଯୋଗାଣ ଅଧିକାରୀ

  • ବିଭାଗ ଦ୍ଵାରା ଯୋଗାଇ ଦିଆଯାଉଥିବା ସେବା

ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଚାଉଳ, ଗହମ, କିରୋସିନୀ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଯୋଗାଇ ଦିଆଯାଏ

  • ଚାଲୁଥିବା ଯୋଜନା >

୧. ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗାଇ ଦିଆଯାଉଥିବା ଚାଉଳ ଓ ଗହମ

୨. ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗାଇ ଦିଆଯାଉଥିବା କିରୋସିନୀ

୩. ଅନ୍ନପୂର୍ଣା ଯୋଜନା

୪. ଏସସି/ଏସଟି ଚାଉଳ

୫. ୱେଲଫେୟାର ଚାଉଳ