• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ଉପକ୍ରମ-

ଜିଲ୍ଲା ନିଯୋଜନ କାର୍ଯ୍ୟ।ଳୟ ଜଗତସିଂହପୁର ୧୯୯୩ ମସିହା ଠାରୁ ଜିଲ୍ଲା ରେ ଏକ ଭଡା ଘରେ କାର୍ଯ୍ୟ କରୁଥିଲା ପରବର୍ତୀ ପର୍ଯୟରେ ୨୦୧୭ ମାସିହା ଡିସେମ୍ବର ମାସ ୧ ତାରିଖରେ ଜିଲ୍ଲା ନିଯୋଜନ କାର୍ୟାଳୟ ନିଜର ନିଜସ୍ଵ ଘର ଯୋଗଧାରୀ କୁ ସ୍ଥାନାନ୍ତରିତ ହେଲା । ଏହି କାର୍ଯ୍ୟ।ଳୟ ରେ ଜିଲ୍ଲା ର ସମସ୍ତ ବ୍ଲକ ର ପିଲାମାନେ ନାମ ପଂଜିକରଣ କରି ପାରିବେ । ଏହା ବ୍ୟତୀତ ଅନ୍ୟ ଏକ ନିଯୋଜନ କାର୍ଯ୍ୟ।ଳୟ ପାରାଦୀପ ଠାରେ କାର୍ଯ୍ୟ କରୁଛି । ଏହି କାର୍ଯ୍ୟ।ଳୟ ରେ କୁଜଙ୍ଗ, ତିର୍ତୋଳ ଓ ଏରସମା ର ପିଲା ମାନେ ନାମ ପଂଜିକରଣ କରିପାରିବେ ।

ଜିଲ୍ଲା ନିଯୋଜନ କାର୍ଯ୍ୟାଳୟ ର କାର୍ଯ୍ୟାବଳୀ

ନାମ ପଞ୍ଜୀକରଣ ର ବିଗତ ୩ ବର୍ଷ ର ବିବରଣୀ।
କ୍ରମ ନକାର୍ଯ ତାଲିକାବର୍ଷ ୨୦୧୬ବର୍ଷ ୨୦୧୭୩୦।୦୩।୨୦୧୮ପର୍ଯନ୍ତ
ପଂଜିକରଣ୪୨୪୮୩୨୭୪୭୪୨
ବିଜ୍ଞାପନ୦୩୦୨- 
ନିଯୁକ୍ତ 
ଜୀବନ୍ତ ପଂଜିକରଣ୨୪୪୦୯୨୧୬୦୬୨୩୨୩୪

ଆଇ ଟି ଆଇ୧୩୨୨୮୧୩୩୩୦

ପଂଜିକରଣ ର ବିସ୍ତୃତ ବିବରଣୀ।
ବିଭାଗପୁରୁଷମହିଳାମୋଟ
ନିମ୍ନ ମାଧ୍ୟମିକ
ଉଚ୍ଛ ମାଧ୍ୟମିକ୫୪୭୧୫୭୭୦୪
ଦଶମ ପାସ୯୮୯୪୬୧୩୫୬୦୨
+୨ କଳା୩୧୪୧୨୮୨୪୫୪୬୫
+୨ ବିଜ୍ଞାନ୬୭୭୮୬୫୧୫୪୨
+୨ ବାଣିଜ୍ୟ୬୫୧୧୪୬୭୯୭
+୩ କଳା୧୬୭୩୧୨୬୭୨୪୪୦
+୩ ବିଜ୍ଞାନ୩୬୪୨୨୦୫୮୪
+୩ ବାଣିଜ୍ୟ୪୨୧୭୮୪୯୯
ଡିପ୍ଲୋମା୬୬୦୧୧୭୭୭୭
ସି ଟି ପାସ୬୧୧୫୮୨୧୯
ଫାର୍ମଶିଷ୍ଟ୮୫୨୨୯୭
ନର୍ସ୨୨୧୩୧୧୫୩
ଷ୍ଟେନୋ୧୧
ଟାଇପିଷ୍ଟ୨୫୦୪୨୯
ଲାଇବ୍ରେରିୟାନ   
ଅନ୍ୟାନ୫୩୫୫୨୦୧୦୫୫
ମୋଟ୧୩୫୦୫୭୭୨୯୨୩୨୩୪
ବିଶେଷ ବର୍ଗ
ବିଭାଗପୁରୁଷମହିଳାମୋଟ
ଅନୁସୂଚିତ ଜାତି୨୫୩୧୧୪୮୭୪୦୧୮
ଅନୁସୂଚିତ ଉପଜାତି୬୦୧୮୭୮
ଓ ବି ସି୧୫୩୬୭୩୧୨୨୬୭
ଏସ ଇ ବି ସି୨୧୬୫୧୪୮୨୩୬୪୭
ଶାରୀରିକ ଅକ୍ଷମ  ୯୪

ରାଜ୍ୟ ନିଯୁକ୍ତି ମିଶନ ( ଦକ୍ଷତା ବିକାଶ ପ୍ରାଧିକାରୀ ଓଡିଶା ସରକାର)

ଆମ ରାଜ୍ୟ ଓଡିଶା ବର୍ତମାନ ବେକାରି ସମସ୍ୟା ବହୁଳ ଭାବ ରେ ବଢି ଚାଲିଛି। ଏହି ସମସ୍ୟା ର ସମାଧାନ କରିବା ତଥା ଯୁବକ ଯୁବତୀ ମାନଙ୍କୁ କିପରି ଭାବେ ରୋଜଗାର କ୍ଷମ କରିବା ପାଇଁ ୨୦୦୫ ମାସିହା ରେ ରାଜ୍ୟ ନିଯୁକ୍ତି ମିଶନ ର ପ୍ରତିଷ୍ଠା କରାଗଲା ଏହା ଆଜି ପର୍ଯନ୍ତ ମୁଖ୍ୟମନ୍ତ୍ରୀ ଙ୍କ ତତ୍ୟବଧାନ ରେ କାର୍ଯ୍ୟ କରୁଛି। ଏହାର ମୁଖ୍ୟ ଉଦେଶ୍ୟ ହେଉଛି ଯୁବକ ଯୁବତୀ ,ମାନଙ୍କୁ ବିଭିନ ଦକ୍ଷତା ମୂଳକ ତାଲିମ ପ୍ରଦାନ କରିବା ।ଏହି ତାଲିମ ର ଅବଧି ଏକ ମାସ ରୁ ୩ ମାସ। ଏହି ତାଲିମ ସମ୍ପୁର୍ଣ ମାଗଣା ରେ ପ୍ରଦାନ କରାଯାଉଛି। ତାଲିମ ନେବା ପରେ ସେମାନକୁ ବିଭନ୍ନ ବେସରକାରୀ ଅନୁଷ୍ଟାନ୍ନ ରେ ନିଯୁକ୍ତି ଦିଆ ଯାଉଛି। ଏଅହି ତାଲିମ ଓଡିଶା ସରକାର ଙ୍କ ସହ ଚୁକ୍ତି କରିଥିବା ତାଲିମ ପ୍ରଦାନ କାରୀ ସନ୍ଥା ମାନେ( ପି ଆଇ ଏ) ପ୍ରଦାନ କରୁଛନ୍ତି। ଏହି ତାଲିମି ର ସର୍ବନିମ୍ୟ ବୟସ ସୀମା ୧୮ ରୁ ୩୫ ବର୍ଷ ରଖାଯାଇଛି। ଏଅହି ତାଲିମି ନେବା ପାଇଁ ପାର୍ଥୀ ମାନକୁ ଜିଲ୍ଲା ନିଯୋଜନ ଅଧିକାରୀଙ୍କୁ ଯୋଗଯୋଗ କରିବାକୁ ଅନୁରୋଧ।

୨୦୦୬ ମସିହା ଠାରୁ ଅଦ୍ୟାବଧି କରାଯାଇଥିବା ବିଭିନ୍ୟ ଦକ୍ଷତା ବିକାଶ ତାଲିମି ର ବିବରଣୀ ନିନ୍ମ ରେ ଦିଆଗଲା।

କ୍ରନ॰ବର୍ଷତାଲିମି ନେଇଥିବା ପାର୍ଥୀ ଙ୍କ ସଂଖ୍ୟା
୨୦୦୬୪୨୦
୨୦୦୭୨୦୦
୨୦୦୮୨୦୦
୨୦୦୯୨୦୦
୨୦୧୦୪୨୦
ମୋଟ ୧୪୪୦

ସ୍ଵ ରୋଜଗାର ମେଳା

କ୍ରମ ନବର୍ଷମେଳା ରେ ଭାଗ ନେଇଥିବା ପାର୍ଥୀ ଙ୍କ ସଂଖ୍ୟାରୁଣ ପାଇଥିବା ପାର୍ଥୀଙ୍କ ସଂଖ୍ୟା
୨୦୦୬୧୭୨୦୨୦
୨।୨୦୦୭୨୨୧୦୯୩
୨୦୦୮୧୨୮୨୧୧୫

ସେନାବାହିନୀ ରେ ଯୋଗ ଦେବା ପାଇଁ ପ୍ରାକ ତାଲିମି ଶିବିର

ସେନାବାହିନୀ ରେ ଯୋଗ ଦେବାପାଇଁ ଇଚ୍ଛୁକ ଥିବା ପାର୍ଥୀ ମାନଙ୍କ ପାଇଁ ଏକ ପ୍ରାକ ତାଲିମି ରାଜ୍ୟ ନିଯୁକ୍ତି ମିଶନ ଦ୍ଵାରା ପ୍ରତି ବର୍ଷ ଆମ ଜିଲ୍ଲା ରେ ଆୟୋଜନ କରାଯାଉଛି। ଏଇ ତାଲିମି ର ସମସ୍ତ ଖର୍ଚ ଓଡିଶା ସରକାର ବହନ କରୁଛନ୍ତି। ଜଗତସିଂହପୁର ଜିଲ୍ଲା ର ଏହି ତାଲିମି ୨୦୦୯ ମସିହା ଠାରୁ ପ୍ରଦାନ କରା ଯାଉଛି।ଏହି ତାଲିମି ନେବାପରେ ପିଲା ମାନେ ସେନାବାହିନୀରେ ନିଯୁକ୍ତି ପାଇବାର ସୁଯୋଗ ପାଇ ପାରୁଛନ୍ତି। ବିଗତ ୪ ବର୍ଷ ଭିତରେ ଆମ ଜିଲ୍ଲା ରୁ ୩୧ ଜଣ ପିଲା ସେବବାହିନୀରେ ନିଯୁକ୍ତିର ସୁଯୋଗ ପାଇଛନ୍ତି।

୨୦୦୯ ଝଙ୍କଡ ମହିଳା ମହାବିଦ୍ୟାଳୟ୧୫ ଦିନ୫୦୩

ବର୍ଷସ୍ଥାନଅବଧିତାଲିମି ନେଇ ଥିବା ପିଲାଙ୍କ ସଂଖ୍ୟାସେନା ବାହିନୀରେ ଚାକିରି ପାଇଥିବା ପାର୍ଥୀ ଙ୍କ ସଂଖ୍ୟା
୨୦୧୦ଝଙ୍କଡ ମହିଳା ମହାବିଦ୍ୟାଳୟ୧୫ ଦିନ୫୦
୨୦୧୧ଝଙ୍କଡ ମହିଳା ମହାବିଦ୍ୟାଳୟ୧୫ ଦିନ୫୦୧୨
୨୦୧୪ଝଙ୍କଡ ମହିଳା ମହାବିଦ୍ୟାଳୟ୧୫ ଦିନ୫୦
୨୦୧୮ଏସକେ ଏକଡିମି , ଜଗତସିଂହପୁର୧୫ ଦିନ୨୪

 ଜଗତସିଂହପୁର ଜିଲ୍ଲା ରେ ନିଯୁକ୍ତି ମିଶନ ତରଫରୁ ମାଗଣା କମ୍ପିଉଟର ଶିକ୍ଷା ।

କ୍ରମ ନତାଲିମି ଦେଉଥିବା ଅନୁଷ୍ଟାନ ର ନାମତାଲିମି ନେଉଥିବା ପାର୍ଥୀଙ୍କ ସଂଖ୍ୟା
ଓଡିଶା କମ୍ପିଉଟର ଅପପ୍ଲିକେସନ ସେଣ୍ଟର୨୧୦୦

ଜଗତସିଂହପୁର ଜିଲ୍ଲା ରେ ମାଗଣା ଗାଡିଚାଳନ ତାଲିମି ରାଜ୍ୟ ନିଯୁକ୍ତି ମିଶସନ ତରଫରୁ ପ୍ରଦାନ କରାଯାଉଛି। ଏହି ତାଲିମି ସମ୍ପୂର୍ଣ୍ଣ ମାଗଣା ରେ ୨୦୦୯ ମସିହା ପ୍ରଦାନ ଠାରୁ କରାଯାଉଛି।

କ୍ରମ ନବର୍ଷତାଲିମି ପାଇଥିବା ପାର୍ଥୀଙ୍କ ସଂଖ୍ୟା
୨୦୦୯96
୨୦୧୦୧୪୩
୨୦୧୧୬୨୩
୨୦୧୪୧୧୨
୨୦୧୫୩୬୦
୨୦୧୬୨୨୯
୨୦୧୮୨୨୩

 ବ୍ଲକ ରେ ନିଯୁକ୍ତି ଭିତିକ ତାଲିମି ଶିବିର-

ନିଯୁକ୍ତି ମିଶନ ତରଫରୁ ଜଗତସିଂହପୁର ଜିଲ୍ଲାର ପ୍ରତି ବ୍ଲକ ରେ ଏକ ତାଲିମି ଶିବିର ର ଆୟୋଜନ କରାଯାଉଛି। ଏହି ଶିବିରରେ ଓଡିଶା ସରକାର ଙ୍କ ସହ ଚୁକ୍ତି କରିଥିବା ତାଲିମି ପ୍ରଦାନ କାରି ସନ୍ଥା ମାନେ ଭାଗ ନେଉଛନ୍ତି। ଏହି ଶିବିର ରେ ପିଲା ମାନେ ନିଜ ଶିକ୍ଷାଗତ ଯୋଗ୍ୟତା ଓ ନିଜର ମନ ମୁତାବକ ବିଭାଗରେ ତାଲିମି ନେବାର ସୁଯଗ ପାଇ ପାରୁଛନ୍ତି। ଏହା ସମ୍ପୂର୍ଣ ଭାବେ ମାଗଣା ରେ ପ୍ରଦାନ କରାଯାଉଛି।

ବର୍ଷତାଲିମି ପ୍ରାପ୍ତ ପିଲାଙ୍କ ସଂଖ୍ୟାନିଯୁକ୍ତି ପ୍ରାପ୍ତ ପିଲାଙ୍କ ସଂଖ୍ୟା
୨୦୧୨-୨୦୧୩୪୦
୨୦୧୩-୨୦୧୪୨୩୨୧୫
୨୦୧୪-୧୫୫୭୧୬୯
୨୦୧୫-୧୬୧୭୮୪୫
୨୦୧୬-୧୭୧୧୮
୨୦୧୭-୧୮୧୮୦୨୦

 ନିଯୁକ୍ତି ମେଳା-

ନିଯୁକ୍ତି ମିଶନ ତରଫରୁ ଜଗତସିଂହପୁର ଜିଲ୍ଲାର ପ୍ରତି ବର୍ଷ ଏକ ନିଯୁକ୍ତି ମେଳା ଆୟୋଜନ କରାଯାଉଛି। ଏହି ଶିବିରରେ ଓଡିଶା ସରକାର ଙ୍କ ସହ ଚୁକ୍ତି କରିଥିବା ତାଲିମି ପ୍ରଦାନ କାରି ସନ୍ଥା ଓ ରାଜ୍ୟରେ ଥିବା ବିଭିନ୍ନ କମ୍ପାନି ଓ ରାଜ୍ୟ ବାହାରର କମ୍ପାନି ମାନେ ଭାଗ ନେଉଛନ୍ତି। ଏହି ମେଳା ରେ ପିଲା ମାନେ ନିଜ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ନିଯୁକ୍ତି ପାଇବାର ନେବାର ସୁଯଗ ପାଇ ପାରୁଛନ୍ତି।

ବର୍ଷଅଫର ଲେଟର ପାଇଥିବା ପିଲାଙ୍କ ସଂଖ୍ୟା
୨୦୧୨-୧୩୯୬
୨୦୧୩-୧୪୯୭୩
୨୦୧୪-୧୫୩୦୪
୨୦୧୫-୧୬୬୯
୨୦୧୬-୧୭୨୪୦
୨୦୧୭-୧୮୫୬୦