• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ବ୍ୟକ୍ତି ବିଶେଷ ଯୋଗାଯୋଗ ତଥ୍ୟ

ନାମ:- ଡା: କ୍ଷେତ୍ରବାସୀ ଦାଶ
ପଦବୀ: ଜିଲା ମୁଖ୍ୟ ଚିକିସ୍ଥ୍ୟା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଜଗତସିଂହପୁର
ଭ୍ରାମ୍ୟମାଣ:-
ଈ ମେଲ :- cdmojagatsinghpur@nic.in
ପି.ଆଇ.ଓ – ଡା: ପ୍ରମୋଦ କୁମାର ବାରିକ
ଭ୍ରାମ୍ୟମାଣ:- ୯୪୩୯୯୯୧୯୯୩
ଏ ପି ଆଇ ଓ : – ବସନ୍ତ ସାହୁ
ଭ୍ରାମ୍ୟମାଣ:- ୯୯୩୭୭୧୭୭୮୪

ଏମ୍ବୁଲେନ୍ସ ସହାୟକ ସଂଖ୍ୟା – ୧୦୨ ଏବଂ ୧୦୮

ଜିଲା ମୁଖ୍ୟ ଚିକିସ୍ଥ୍ୟାଳୟକୁ ଅଭିଯୋଗ ପାଇଁ- ଜିଲା ସ୍ୱାସ୍ଥ୍ୟ ଅଧିକାରୀ (ସ୍ୱାସ୍ଥ୍ୟ ସେବା) – ତଥା – ଅଧିକ୍ଷକ, ଜିଲା ମୁଖ୍ୟ ଚିକିସ୍ଥ୍ୟାଳୟ, ଜଗତସିଂହପୁର
ଭ୍ରାମ୍ୟମାଣ:- ୯୪୩୯୯୯୧୭୫୩

ଜଗତସିଂହପୁର ଜିଲା ମୁଖ୍ୟ ଚିକିସ୍ଥ୍ୟାଳୟ ପରିସରରେ ମିଳୁଥିବା ସୁବିଧା ସୁଯୋଗ-

  •  
    • ଆପାତ କାଳୀନ / ଆକସ୍ମିକ ଦୁର୍ଘଟଣା ସେବା (୨୪ x ୭ )
    • ବହିର ବିଭାଗ ସେବା
    • ଅନ୍ତର ବିଭାଗ ସେବା (୨୪ x ୭ )
    • ଭେଷଜ ବିଭାଗ
    • ଶଲ୍ୟ ବିଭାଗ
    • ସ୍ତ୍ରୀ ଓ ପ୍ରସୂତି ବିଭାଗ (ଅସ୍ତ୍ରପ୍ରଚାର ସୁବିଧା )
    • ଶିଶୁ ବିଭାଗ (ଏନ.ବି.ସି.ସି., ନେବୁଲାଇଜର. ଦୀପ୍ତିମାନ. ଊଷ୍ମତା. ଫଟୋଥେରପି )
    • ଟିବୀ ଏବଂ ଛାତି ବିଭାଗ
    • ଅସ୍ଥି ସଲ୍ୟ ବିଭାଗ
    • ଚକ୍ଷୁ ଚିକିସ୍ଥ୍ୟା ବିଭାଗ
    • ଡି. ଈ. ଆଇ. ସି.
    • ଦନ୍ତ ଚିକିସ୍ଥ୍ୟା କେନ୍ଦ୍ର
    • ରକ୍ତ ବିତରଣ କେନ୍ଦ୍ର (୨୪ x ୭ )
    • ଡିଜିଟାଲ ଏକ୍ସ-ରେ ଏବଂ ନିଦାନ ବିଭାଗ
    • ଏନ.ଆର.ସି. (୨୪ x ୭ )
    • ଆଇ. ସି. ଟି. ସି
    • ଆର. ଏସ. ବି. ୱ।ଇ, ଓ. ଏସ. ଟି. ଏଫ. ଏବଂ ବି. କେ. କେ. ୱ।ଇ ସହାୟକ କେନ୍ଦ୍ର (୨୪ x ୭ )
    • ନିରାମୟ ସେବା (ଔଷଧ ବିତରଣ କେନ୍ଦ୍ର) (୨୪ x ୭ )
    • ଏମ୍ବୁଲେନ୍ସ ସେବା (୨୪ x ୭ )
    • କେନ୍ଦ୍ରୀୟ ଔଷଧ ସାଂଗୃହୀତ ଗୃହ

ଚାଲିଥିବା ସ୍ୱାସ୍ଥ୍ୟ ଯୋଜନା

  •  
    • ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ
    • ଜାତୀୟ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ମିଶନ
    • ଜାତୀୟ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ
    • ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ
    • ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ
    • ଜାତୀୟ ଅନ୍ଧତ୍ବ ନିୟନ୍ତ୍ରଣ କାର୍ଯ୍ୟକ୍ରମ
    • ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା( http://www.bsky.odisha.gov.in/citizen-charter/   , ଯୋଜନା ସମ୍ପର୍କରେ ବିବରଣୀ )

ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ

ମାତୃ ସ୍ୱାସ୍ଥ୍ୟ:

ସୁଚାଙ୍କଜଗତସିଂହପୁରଓଡିଶା
ଜନସଂଖ୍ୟା (ଜଣ ଗଣନା ୨୦୧୧)୧୧,୩୬,୯୭୧୪,୧୯,୪୭,୨୧୮
ସି. ବି. ଆର୧୭.୬୧୮.୬
ସି. ଡ଼ି. ଆର୭.୦୭.୮
ଆଇ.ଏମ. ଆର୪୮ (ଏସ.ସି.ଆର ୨୦୧୬)୪୪ (ଏସ.ସି.ଆର ୨୦୧୭)
ଏନ.ଏମ. ଆର୨୭୩୫
ଜାତୀୟ ବୃଦ୍ଧି ହାର୧୦.୭୧୧.୫
ଇଉ. ୫ ଏମ. ଆର୬୨୫୬
ଳିଙ୍ଗ ହାର୯୨୮୯୪୧
ଜନ୍ମଗତ ଳିଙ୍ଗ ହାର୯୨୯୯୭୯
ଏମ.ଏମ.ଆର (କେନ୍ଦ୍ରୀୟ ମଣ୍ଡଳ)୨୧୮୨୨୨
ଶିକ୍ଷିତ ହାର୮୭.୧୩୭୩.୪୫

ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ଭିତିଭୂମି

ଜିଲ୍ଲା ମୁଖ୍ୟ ଚିକିସ୍ଥ୍ୟାଳୟ
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର
ପ୍ରସୂତି ପରବର୍ତୀ କେନ୍ଦ୍ର
ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୂତନ)୩୭ (୨ ଟି ଅଚଳ )
ଅଞ୍ଚଳ ସଂଖ୍ୟା୩୬
ସ୍ୱାସ୍ଥ୍ୟ ଉପକେନ୍ଦ୍ର ସଂଖ୍ୟା୧୮୯ (୧୧୨ ଟି ନିଜସ୍ୱ ଗୃହ )
ଆଶା ସଂଖ୍ୟା୧୦୯୦
ସରକାରୀ ଶୀକୃତିପ୍ରାପ୍ତ ଚିକିସ୍ଥ୍ୟାଳୟ (ବନ୍ଧ୍ୟାକରଣ) 
ସରକାରୀ ଶୀକୃତିପ୍ରାପ୍ତ ଚିକିସ୍ଥ୍ୟାଳୟ (ଜନନୀ ସୁରକ୍ଷା ଯୋଜନା) 
ରକ୍ତ ଭଣ୍ଡାର ସଂଖ୍ୟା
ରକ୍ତ ସଂରକ୍ଷଣ କେନ୍ଦ୍ର ସଂଖ୍ୟା
ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସଂଘ୧୬
ଡି. ଈ. ଆଇ. ସି. ସଂଖ୍ୟା
ପୃଷ୍ଟି ସାଧନ କେନ୍ଦ୍ର
ଜିଲ୍ଲା ମୁଖ୍ୟ ଚିକିସ୍ଥ୍ୟାଳୟ
୧୦୮ ଏମ୍ବୁଲେନ୍ସ୧୧
୧୦୨ ଜନନୀ ଏକ୍ସପ୍ରେସ୧୨
ହୋମେଓପାଥିକ ଚିକିସ୍ଥ୍ୟାଳୟ୧୩
ଆୟୁର୍ବେଦିକ ଚିକିସ୍ଥ୍ୟାଳୟ

ଜିଲ୍ଲା ମୁଖ୍ୟ ଚିକିସ୍ଥ୍ୟାଳୟ, ଜଗତସିଂହପୁର

ସାଧାରଣ ସୂଚନା
ପରିସୀମା (କିମି ରେ )୧୭୫୯ କି.ମି.

ଜନସଂଖ୍ୟା ((ଜଣ ଗଣନା ୨୦୧୧)

 

(କ). ପୁରୁଷ ୫,୭୭,୬୯୯. (ଖ). ମହିଳା- ୫,୫୮,୯୦୫

୧୧,୩୬,୬୦୪
ମଣ୍ଡଳ ସଂଖ୍ୟା
ରାଜସ୍ୱ ଗ୍ରାମ ସଂଖ୍ୟା୧୨୨୨
ଗ୍ରାମ ପଞ୍ଚାୟତ ସଂଖ୍ୟା୧୯୮
ରୋଗୀ କଲ୍ୟାଣ ସମିତି ସଂଖ୍ୟା୪୩
ଗାଁ କଲ୍ୟାଣ ସମିତି ସଂଖ୍ୟା୧୨୨୬
ଗ୍ରାମ ସଂଖ୍ୟା897
ଏ. ଡବ୍ଲୁ. ସି (୧୬୯୮) + ମିନି ଏ. ଡବ୍ଲୁ. ସି (୧୪୨) ସଂଖ୍ୟା୧୮୪୦
ଯୋଗ୍ୟ ଯୋଡି ସଂଖ୍ୟା୧୮୯୦୦୦
ବିଦ୍ୟାଳୟ ସଂଖ୍ୟା୧୬୧୪
ଘରୋଇ ବିଦ୍ୟାଳୟ ସଂଖ୍ୟା

ସାଧାରଣ ସୂଚନା

ମଣ୍ଡଳର ନାମପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୂତନ)ଅଞ୍ଚଳସ୍ୱାସ୍ଥ୍ୟ ଉପକେନ୍ଦ୍ରଗାଁ କଲ୍ୟାଣ ସମିତିଆଶାଭି.ଏଚ.ଏନ. ଡି.
ବାଲିକୁଦ୩୧୧୭୧୨୨୭୧୭୦
ବିରିଡି୧୫୭୫୭୮୭୫
ଏରସମା୨୪୧୪୨୧୮୪୧୩୫
କୁଜଙ୍ଗ୩୩୧୮୫୧୫୫୧୮୬
ମଣ୍ଡାସାହି୨୮୧୫୦୧୬୨୧୪୭
ମଣିଜଙ୍ଗା୨୭୧୬୬୨୩୩୧୬୪
ନାଉଗାଁ୧୪୭୯୮୬୭୯
ରଘୁନାଥପୁର୧୭୭୮୧୦୧୭୮
ପାରାଦୀପ00 ୪୪00
ସର୍ବମୋଟ୩୭୩୬୧୮୯୧୦୯୦୧୨୨୬୧୦୩୪

ସହରାଞ୍ଚଳ ସ୍ୱାସ୍ଥ୍ୟ

ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ର କାର୍ଯ୍ୟ, ଜଗତସିଂହପୁର ଜିଲ୍ଲା

କାର୍ଯ୍ୟଲକ୍ଷ୍ୟସଫଳତା
ଏମ. ଏ. ଏସ.୧୦୬୧୦୬
ଡବ୍ଲୁ. କେ. ଏସ.୪୦୪୦
ଆଶା୫୦୫୦

କମ୍ଯୁନିଟି ପ୍ରୋସେସ

ମାସ ୱ।ରି କାର୍ଯ୍ୟ ର ଯୋଜନା

କାର୍ଯ୍ୟଲକ୍ଷ୍ୟସଫଳତା
ଇଉ. ଏଚ. ଏନ. ଡି.୭୭୭୭
ଟୀକାକରଣ୩୬୩୬
ସ୍ୱାସ୍ଥ୍ୟ ଶିବିର

ବାହ୍ୟ କାର୍ଯ୍ୟ

କାର୍ଯ୍ୟଅନୁମୋଦନକାର୍ଯ୍ୟକାରୀ
ଇଉ. ଏଚ. ଏନ. ଡି.
ଟୀକାକରଣ
ସ୍ୱାସ୍ଥ୍ୟ ଶିବିର

ଗାଁ କଲ୍ୟାଣ ସମିତି ର ବିବରଣୀ

କ୍ରମିକ ସଂଖ୍ୟାଗାଁ କଲ୍ୟାଣ ସମିତି ର ନାମଗାଁ କଲ୍ୟାଣ ସମିତି ସଂଖ୍ୟା୨୦୧୭ – ୧୮ ରେ ଦିଆଯାଇଥିବା ଅର୍ଥ ରାଶିଜାନୁୟାରୀ ସୁଧା ଖର୍ଚ ହୋଇଥିବା ଅର୍ଥ ରାଶି
ବିରିଡି୭୮୭,୮୦,୦୦୦୪,୪୭,୨୧୦
ବାଲିକୁଦ୨୨୭୨୨,୭୦,୦୦୦୮,୪୮,୨୧୫
ଏରସମା୧୮୪୧୮,୪୦,୦୦୦୬,୨୨,୧୦୦
କୁଜଙ୍ଗ୧୫୫୧୫,୫୦,୦୦୦୨,୧୦,୦୦୦
ମଣ୍ଡାସାହି୧୬୨୧୬,୨୦,୦୦୦୧୦,୩୫,୮୦୩
ନାଉଗାଁ୮୬୮,୬୦,୦୦୦୧,୯୯,୦୫୦
ରଘୁନାଥପୁର୧୦୧୧,୦୧,୦୦୦୫,୨୮,୮୦୦
8ତିରତୋଲ୨୩୩୨୩,୩୦,୦୦୦୧୨,୧୧,୦୩୨
 ସର୍ବମୋଟ୧୨୨୬୧,୧୩,୪୪,୦୦୦୨୧,୦୨,୨୧୦
ଜଗତସିଂପୁର ଜିଲ୍ଲା ରେ ପଞ୍ଜୀକୃତ ଅଲ୍ଟ୍ରାସାଉଣ୍ଡ କେନ୍ଦ୍ର ର ନାମ
କ୍ର.ନପଞ୍ଜୀକୃତ ଅଲ୍ଟ୍ରାସାଉଣ୍ଡ କେନ୍ଦ୍ର ର ନାମସ୍ଥାନଟେଲିଫୋନ ନ॰
ସୁରକ୍ଷା ଡାଇଗ୍ନୋଷ୍ଟିକଇଉନାଇଟେଡ ବାଙ୍କ ଅଫ ଇଣ୍ଡିଆ ପାଖ୯୪୩୭୨୦୯୦୯୨
ଏଲ ଆଣ୍ଡ ପି. ହସପିଟାଲ“ରାହାମା ଜଗତସିଂପୁର”୯୪୩୭୫୦୪୪୭୧
ପାରାଦ୍ଵୀପ ପୋର୍ଟ ଟ୍ରଷ୍ଟ ହସପିଟାଲପାରାଦ୍ଵୀପ ଜଗତସିଂପୁର୯୯୩୭୪୯୧୩୦୫
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ,ଜଗତସିଂପୁରଜଗତସିଂପୁର୯୪୩୯୯୯୧୭୫୩
ଅଲ୍ସିଫା ଅଲ୍ଟ୍ରାସାଉଣ୍ଡଜଗତସିଂପୁର୯୭୭୬୧୬୫୩୨୧
“ଏକଷ୍ଟେନସନ ଜେନେଟିକ କ୍ଲିନିକ ଏଲ ଆଣ୍ଡ ପି ହସପିଟାଲ”ବିଜୟଚନ୍ଦ୍ରପୁର, ପାରାଦ୍ଵୀପ,ଜଗତସିଂପୁର୯୫୮୩୮୬୧୬୬୦
ସ୍ଵସ୍ତିକ ଅଲ୍ଟ୍ରାସାଉଣ୍ଡପାଣିସାଲିଆ,ଜଗତସିଂପୁର୯୪୩୭୧୯୫୪୮୩
ମଦରଲାବ ଏଣ୍ଡ ଇମାଜିଂ ସେଣ୍ଟରମେଡିକାଲ ରୋଡ ଜଗତସିଂପୁର୯୨୩୮୧୦୮୦୧୪
ଜଗନ୍ନାଥ ଅଲ୍ଟ୍ରାସାଉନ୍ଡବଳରାମପୁର,କୁଜଙ୍ଗ,ଜଗତସିଂପୁର୯୯୩୭୩୦୦୧୨୨
୧୦ଅଳକା ଡାଇଗ୍ଣୋଷ୍ଟିକବାଲିକୁଦା,ଜଗତସିଂପୁର୯୯୩୭୫୪୫୪୩୭
୧୧ଭି. କେ. ପି.ଆର.ଏମ.ଏସ ହସପିଟାଲପାରାଦ୍ଵୀପ,ଜଗତସିଂପୁର”୬୭୨୨୨୫୪୦୮୬
୧୨ସୁମିତ୍ରା ଡାଇଗ୍ଣୋଷ୍ଟିକପୁରୋହିତପୁର,ଖେରସ,ଜଗତସିଂପୁର୯୪୩୭୪୩୯୬୮୬
୧୩କ୍ରୀଷ୍ଣା ଡାଇଗ୍ନୋଷ୍ଟିକତହସିଲ ଛକ,ବାଲିକୁଦା,ଜଗତସିଂପୁର୭୯୭୮୭୦୮୯୧୪
୧୪ସ୍ନେହଲତା ଡାଇଗ୍ନୋଷ୍ଟିକଅଠରବାଙ୍କି ମାର୍କେଟ,ପାରାଦ୍ଵୀପ,ଜଗତସିଂପୁର୯୬୫୮୯୪୫୮୦୪
୧୫ସାରଳାଡାଇଗ୍ଣୋଷ୍ଟିକ ସେନଟରଏରସମା ଜଗତସିଂହପୁର୯୮୫୩୮୦୪୪୬୬
୧୬ଭାସ୍କର ମେମୋରିଆଲ ପଲ୍ଲିକ୍ଲିନିକଚିକିଣିଆ ତାରପୁର ଜଗତସିଂହପୁର୯୪୩୮୦୦୫୮୩୬
୧୭ସ୍ନେହଲତା ଡାଇଗ୍ନୋଷ୍ଟିକମଣିଜଙ୍ଗ। ଜଗତସିଂହପୁର୮୯୦୮୯୧୩୮୧୫
୧୮ଅଲ୍ଟ୍ରାସ।ଉଣ୍ଟ ୟୁନିଟ୍ ସି. ଏଚ. ସି ଏରସମାଏରସମମା ଜଗତସିଂହପୁର୯୪୩୯୯୯୧୮୭୩
୧୯ଅଲ୍ଟ୍ରାସ।ଉଣ୍ଟ ୟୁନିଟ୍ ସି. ଏଚ. ସି ବାଲିକୁଦ।ବାଲିକୁଦା ଜଗତସିଂହପୁର୯୪୩୯୯୯୧୯୯୫
୨୦ମା ଡାଇଗ୍ଣୋଷ୍ଟିକମେଡ଼ିକାଲ ରୋଡ଼ ଜଗତସିଂହପୁର୯୪୩୮୪୦୯୫୦୫
୨୧ଜେନେକ୍ସ ଡାଇଗ୍ଣୋଷ୍ଟିକସିପି ଜଗତସିଂହପୁର୯୪୩୭୧୩୬୧୩୫
୨୨ଦାସ ଅଲ୍ଟ୍ରାସ।ଉଣ୍ଟପନିଶାଳିଆ ଜଗତସିଂହପୁର୭୭୩୫୭୨୪୧୮୦