• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : ଧାର୍ମିକ

ପୀଠାସୀନ ଦେବତା କୁଞ୍ଜବିହାରୀଙ୍କ ଲାଗି ଗଡ଼ କୁଞ୍ଜଙ୍ଗ ପ୍ରସିଦ୍ଧି ଗଡ଼କୁଜଙ୍ଗ ମଧ୍ୟ ସୁଭଦ୍ରା କ୍ଷେତ୍ର ଭାବେ ପରିଚିତ । କୁଞ୍ଜବିହାରୀ ମନ୍ଦିର ନିକଟରେ ଅବସ୍ଥିତ ରଘୁନାଥ ଜୀଉ ମଠ ପର୍ଯ୍ୟଟକଙ୍କ ଲାଗି ଆଉ ଏକ ଆକର୍ଷଣୀୟ ସ୍ଥାନ । ଏଠାକୁ ଆସୁଥିବା ପର୍ଯ୍ୟଟକ ଫରେଷ୍ଟ ରେଷ୍ଟ ହାଉସ୍, କୁଜଙ୍ଗ, ଆରଡି ବଙ୍ଗଳା, କୁଜଙ୍ଗରେ ରହିପାରିବେ କୁଜଙ୍ଗରେ ଆହ୍ଲାବାଦ ବ୍ୟାଙ୍କ ଓ ଏସ୍ ବି ଆଇ ବ୍ୟାଙ୍କ ସୁବିଧା ପାଇପାରିବେ ।

ବିମାନ ମାର୍ଗରେ
ଭୁବନେଶ୍ୱର ବିମାନବନ୍ଦର

ସଡ଼କ ପଥରେ
ସଡକ ପଥରେ ଗଡକୁଜଙ୍ଗର ଦୂରତ୍ୱ କଟକରୁ 84 କିମି ଏବଂ ଜଗତସିଂହପୁର ଠାରୁ 54 କିମି ଦୂର । ଗଡ଼କୁଜଙ୍ଗ ପହଞ୍ଚିବା ଲାଗି କଟକ ଓ ଜଗତସିଂହପୁର ଠାରୁ ବସ୍ ସେବା ରହିଛି । ଏଠାକୁ ପର୍ଯ୍ୟଟକ ଟ୍ରେକର ଓ ଅଟୋରେ ମଧ୍ୟ ପହଞ୍ଚିବା ଲାଗି ସୁବିଧା ରହିଛି ।

ରେଳଗାଡ଼ିରେ
ବଡ଼ବନ୍ଧ ରେଳ ଷ୍ଚେସନ

ଗଡ଼କୁଜଙ୍ଗ ମନ୍ଦିର , ଗଡ଼କୁଜଙ୍ଗ ମନ୍ଦିର , ଗଡ଼କୁଜଙ୍ଗ ମନ୍ଦିର