• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : ଦୁଃସାହସିକ କାର୍ଯ୍ୟ, ପ୍ରାକୃତିକ, Others, ପ୍ରାକୃତିକ ସୌନ୍ଦର୍ଯ୍ୟ

ବାଣିଜ୍ୟକଙ୍କ କାରବାର ଦୃଷ୍ଟିରୁ  ପାରାଦ୍ବୀପ ଭାରତର ଅନ୍ୟତମ ଶ୍ରେଷ୍ଠ ବନ୍ଦର । ସମୁଦ୍ରର ମନୋରମ ଦୃଶ୍ୟ ଆକର୍ଷଣୀୟ ବେଳାଭୂମି ଓ ମାରେନ୍ ଡ୍ରାଇଭ ( ତଟପଥ ) ନଦୀ ନାଳର ଅନୁପମ ସୌନ୍ଦର୍ଯ୍ୟ ମୁହାଣର ସୁୱ୍ଦରତା ତଥା ମହାନଦୀ ମୁହାଣର ଚିର ସବୁଜ ଜଙ୍ଗଲ ବଳୟ ଯୋଗୁ ପାରାଦ୍ବିପ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି । ସମୁଦ୍ର ଛୋଟ ନୌକା ଓ ବଡ ବଡ ମାଲବାହି ଜାହାଜକୁ ଯାତାୟତର ଦୃଷ୍ୟ ପର୍ଯ୍ୟଟକଙ୍କୁ ଉତଫୁଲିତ କରିଦେଥାଏ । ଏଥି ସହିତ ସମୁଦ୍ର ବକ୍ଷରେ ଭଳିକି ଭଳି ପକ୍ଷୀଙ୍କ ଜଳକ୍ରୀଡା ସହ ଉଡି ବୁଲିବାର ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ ଆମୋଦିତ କରିଥାଏ । ପାରାଦ୍ବୀପରେ ପର୍ଯ୍ୟଚକ ଙ୍କ ରହିବା ଲାଗି  ଭଲ ହୋଟେଲ ଓ ଲଜର  ସୁବିଧା ରହିଛି । ହୋଟେଲ ଏମ୍ପାୟର୍ସ ହୋଟେଲ ଗୋଲଡେନ ଆଙ୍କର ହୋଟେଲ ପାରାଦ୍ବୀପ ଇନ ହୋଟେଲ ପାରାଦ୍ବୀପ ଇଣ୍ଟର ନ୍ୟାସନାଲ ହୋଟେଲ ଆରିଷ୍ଟୋର୍କ୍ରାଟ ହୋଟେଲ ସିପର୍ଲ ହୋଟେଲ ଶ୍ରୀ ରେସିଡେନସୀ ହୋଟେଲ ସନ୍ତୋଷ ପ୍ଲାଜା ଆଦି ଅନେଟ ଛୋଟ ବଡ ହୋଟେଲ ରହିଛି । ପାନ୍ଥ ନିବାସ ପାରାଦ୍ବୀପ ମଧ୍ୟ ପର୍ଯ୍ୟଟକଙ୍କୁ ଆବାସ ଓ ସୁସ୍ବାଦୁ ବୋଜନର ସୁବିଧା ଯୋଗାଇବା ଲାଗି କାର୍ଯ୍ୟ କରୁଛି । ପାରାଦ୍ବୀପରେ ଏସ ବି ଆଇ ବ୍ୟାଙ୍କ  ଅଫ ଅଣ୍ଡିଆ,  ଆନ୍ଦ୍ର ବ୍ୟାଙ୍କ ଇଣ୍ଡିଆନ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଭଳି ଅନେକ ବ୍ୟାଙ୍କ ଓ ଏଟିଏମ ସୁବିଧା ରହିଛି । ପାରାଦ୍ବୀପରେ ମଧ୍ୟ ମୁନିସିପାଲଟି ଡାକ୍ରତଖାନା  ଇ ଏସଆଇ ଡାକ୍ତରଖାନା ବିଲୁ ମୋମୋରିଆଲ ହସପିଟାଲ ଆଦି ସ୍ବାସ୍ଥ୍ୟ ସେବା ଯୋଗାଇବା ଲାଗି ସକ୍ରିୟ ରହିଛନ୍ତି ।

ବିମାନ ମାର୍ଗରେ
ଭୁବନେଶ୍ୱର ବିମାନ ବନ୍ଦର

ସଡ଼କ ପଥରେ
ସଡ଼କ ପଥରେ ପାରାଦ୍ୱୀପର ଦୂରତା କଟକଠାରୁ 96 କି.ମି ଏବଂ ଜଗତସିଂପୁର ଠାରୁ 63 କିମିଦୂର । ପାରାଦ୍ୱୀପ ସହିତ ସୁ ସଂଯୋଗର ଉତ୍ତମ ବ୍ୟବସ୍ଥା ରହିଛି । ପର୍ଯ୍ୟଟକ ପାରାଦ୍ୱୀପରେ ପହଞ୍ଚିବା ପାଇଁ କଟକ ଓ ଜଗତସିଂହପୁର ଠାରୁ ନରନ୍ତର ବସ୍ ସେବା ରହିଛି । ଏହାଛଡା ଟ୍ରେକର ଓ ଅଟୋରେ ମଧ୍ୟ ପରାଦ୍ୱୀପ ପହଞ୍ଚିବା ପାଇଁ

ରେଳଗାଡ଼ିରେ
ପାରାଦ୍ୱୀପ